ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସାନ୍ତାଳୀ ଭାଷା ବିଜୟ ଦିବସ ପାଳିତ 

କାମାକ୍ଷାନଗର (ମ ନି ସ)23/12/ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ବ୍ଲକ ବନ୍ଦାଣିଆ ଗାଁ ରେ ଆଜି ସାନ୍ତାଳୀ ଭାଷା ବିଜୟ ଦିବସ ପାଳିତ ହୋଇଯାଇଛି |ଏହି ଉତ୍ସବ ରେ କଙ୍କଡା ହାଡ ବ୍ଲକ ର ୪୦ ଟି ଗାଁ ର ସାନ୍ତାଳୀ ସମ୍ପ୍ରଦାୟ ର ଶତାଧିକ ଲୋକ ସାମିଲ ହୋଇଥିଲେ |ତେବେ ୨୦୦୩ ମସିହା ଡିସେମ୍ବର ୨୨ତଥା ଆଜିର ଦିନ ରେ ସମ୍ବିଧାନ ୮ମ ପରିଛେଦ ରେ ଏହି ଭାଷା ସ୍ଵୀକୃତି ପାଇଥିଲା |ତେଣୁ ସେହି ଦିନ ଠାରୁ ଆଜକୁ ଦୀର୍ଘ ୨୦ବର୍ଷ ଧରି ଏହି ସାନ୍ତାଳୀ ଭାଷା ବିଜୟ ଦିବସ ମହା ଆଡ଼ମ୍ବର ରେ ଡିସେମ୍ବର ୨୨ ରେ ପାଳିତ ହେଇ ଆସୁଛି |ଏହି ପରିପ୍ରେକ୍ଷୀରେ ପାରମ୍ପରିକ ଗୀତ ର ତାଳେ ତାଳେ ନାଚି ଓ ହଜି ଯାଇ ସାନ୍ତାଳୀ ସମ୍ପ୍ରଦାୟ ଲୋକ ପାଳନ କରୁଛନ୍ତି ଏହି ବିଜୟ ଉତ୍ସବ l

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ପବିତ୍ର ଗହ୍ମା ପୂର୍ଣ୍ଣିମାରେ ବିଧାୟକଙ୍କ ଦ୍ଵାରା ଗୋମାତାଙ୍କ ପୂଜାର୍ଚ୍ଚନା

Sunil Chandra Nayak

ରାଇରଙ୍ଗପୁର କଣ୍ଟାବଣି ଗ୍ରାମରେ ଆଇଆରଡିଏମଏସ ଆନୁକୁଲ୍ୟରେ ମାଣ୍ଡିଆ ମଣ୍ଡି ଶୁଭ ଉଦ୍ଘଘାଟିତ

masiha

ଯୋଡ଼ାମହୁଲ ଗ୍ରାମରେ ୯୫ ତମ ବାର୍ଷିକ ଟୁସୁମେଳା ଧୂମଧାମରେ ଅନୁଷ୍ଠିତ

masiha

Leave a Comment

error: Content is protected !!