ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନାଗଭଣ ମାଦ୍ରାସାରେ ସାଧାରଣତନ୍ତ ଦିବସ ପାଳିତ

ମୟୁରଭଞ୍ଜ -୨୬/୧/୨୩ ( ମସିହା) ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁରର ନାଗଭଣ ମାଦ୍ରାସାରେ ଧୁମ ଧାମରେ ପାଳିତ ହେଲା 74 ତମ ସାଧାରଣତନ୍ତ୍ର ଦିବସ ! ମୁସଲିମ କମିଟିର ସମ୍ପାଦକ ସେକ ଇଫତେଖାର ପତାକା ଉତ୍ତୋଳନ କରିଥିବା ବେଳେ ମଦ୍ରାସାର ଛାତ୍ରଛାତ୍ରୀମାନେ ଜାତୀୟ ସଂଗୀତ ଗାନ କରି ଥିଲେ ! ପରେ ବିଭିନ୍ନ ପ୍ରକାରର କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିବା ବେଳେ କୃତି ଛାତ୍ରଛାତ୍ରୀ ମାନଙ୍କୁ ଅତିଥିମାନେ ପୁରସ୍କାର ପ୍ରଦାନ କରିଥିଲେ I ମାଦ୍ରାସାର ମୌଲାନା ମହମ୍ମଦ ମୋକିମ ଛୋଟ ବଡ଼ ସମସ୍ତ ମୁସଲିମ କମିଟି ଓ ମାକତାବକୁ ସାଧାରଣ ତନ୍ତ୍ର ଦିବସ ପାଳନ କରିବା ନେଇ ଆହ୍ୱାନ ଦେଇଥିଲେ ! କାର୍ଯ୍ୟକ୍ରମକୁ ନାଗଭଣ ମୁସଲିମ କମିଟିର ସମ୍ପାଦକ ସେକ୍ ଇଫତେଖାର,ମୌଲାନା ମହମ୍ମଦ ମହକିମ୍, ସେକ୍ ଏଜାଜ୍,ଅବଦୁଲ କାଦିର,ସେକ୍ ଇମରାନ ପ୍ରମୁଖ ପରିଚାଳନରେ ସହଯୋଗ କରିଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ମଧୁପୁର-ରାମଚନ୍ଦ୍ରପୁର-ଗୋପାଳପୁରରେ ପୁଲିସ ପକ୍ଷରୁ ଫ୍ଲାଗମାର୍ଚ୍ଚ ଅନୁଷ୍ଠିତ 

masiha

ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରର ପୂର୍ବତନ ପ୍ରଧାନ ଆଚାର୍ଯ୍ୟଙ୍କର ପରଲୋକ l ଶବ କାନ୍ଧେଇଲେ ନବରଙ୍ଗପୁର ବିଧାୟକ 

Sunil Chandra Nayak

ରମାଦେବୀ ଆବାସିକ ବାଳିକା ଉଚ୍ଚ ବିଦ୍ୟାଳୟରେ ପୋଷାକ ବଣ୍ଟନ ରେ ଛାତ୍ରୀ ମାନେ ହେଲେ ଆନନ୍ଦିତ 

masiha

Leave a Comment

error: Content is protected !!