ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

74ତମ ସାଧାରଣ ତନ୍ତ୍ର ଦିବସ ପାଳିତ

ରାଇଘର,  // ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ର ବିଭିନ୍ନ ସ୍ଥାନରେ 74ତମ ସାଧାରଣ ତନ୍ତ୍ର ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ସାମ୍ବାଦିକ ସଂଘ କାର୍ଯ୍ୟାଳୟ ଠାରେ ଜାତୀୟ କାର୍ଯ୍ୟକାରିଣି ସଦସ୍ୟ କିରଣ କୁମାର ପଟ୍ଟନାୟକ ପତାକା ଉତ୍ତୋଳନ କରିଥିବା ବେଳେ ସଂଘର ସଭାପତି ଭବାନୀ ନାୟକ, ସଂପାଦକ ଲଳିତ ମୋହନ ନାୟକ, ଅମୀୟ କୁମାର ମହାପାତ୍ର, ବିଶ୍ୱଜିତ୍ ମହାରଣା, ମନୋଜ କୁମାର ରାଜପୁତ, ଆଶିଷ ମଜୁମଦାର, କିଶୋର କାଞ୍ଜିଲାଲ ପ୍ରମୁଖ ସଦସ୍ୟ ଉପସ୍ଥିତ ହେବା ସହ ଏକ୍ସସ ବୋର୍ଡ଼ ଓ ଅଙ୍ଗନୱାଡ଼ି ର ସମସ୍ତ ଛାତ୍ର ଛାତ୍ରୀ ପ୍ରମୁଖ ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା। ସେହି ପରି ବ୍ଲକ ପରିସର, ମଧ୍ୟରେ ଅଧ୍ୟକ୍ଷା ନବୀନା ନାୟକ ପତାକା ଉତ୍ତୋଳନ କରିଥିବା ବେଳେ ବ୍ଲକ ର ବି, ଡି, ଓ ଙ୍କ ସମେତ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ। ସେହିପରି କୋର୍ଟ ପରିସର, ପୋଲିସ୍ ଷ୍ଟେସନ, ପଲି ସା ସଂଦ୍ , ଯୁବକ ସଂଘ, ଭିମା ଛକ ,ମେଡିକାଲ, ପରିସର ମଧ୍ୟରେ ତଥା ସ୍କୁଲ୍ କଲେଜ ଓ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ 74 ତମ ସାଧାରଣ ତନ୍ତ୍ର ଦିବସ ଆଡମ୍ବର ସହିତ ପାଳନ ହୋଇଯାଇଥିବା ଦେଖିବାକୁ ମିଳିଥିଲା। ତାସହ ସାଂଶୃତିକ କର୍ଯ୍ୟକର୍ମ ଦେଖିବାକୁ ମିଳିଥିଲା।

ରାଇଘର ରୁ କିରଣ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଓଏମସି ଅଧିକାରୀଙ୍କ ଶ୍ରଦ୍ଧା ପରିଦର୍ଶନ

ଜାମଦାରେ ବୀର ବିର୍ସା ମୁଣ୍ଡା କମିଟି ତରଫରୁ ହୋ ସମାଜର ଦିଲ୍ଲୀ ଚଲୋ ପାଇଁ ପ୍ରସ୍ତୁତି ବୈଠକ

masiha

ରେଡକ୍ରସ ଦିବସରେ ଧର୍ମଗଡ ରେଡକ୍ରସ୍ ଟାଉନ୍ ହଲ୍,  ଅର୍ଥ ଅଭାବରୁ ଅଧାରେ ଅଟକିଛି ନିର୍ମାଣ କାମ

Leave a Comment

error: Content is protected !!