ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧୁମଧାମରେ ପାଳିତ ହେଲା ସାମ୍ବାଦିକ ନରୋତ୍ତମ ସେଲମାଙ୍କ ୨୫ତମ ବିବାହ ବାର୍ଷିକ ଉତ୍ସବ

କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ର ବରିଷ୍ଠ ସାମ୍ବାଦିକ ତଥା ସାହିତ୍ୟିକ ନରୋତ୍ତମ ସେଲମାଙ୍କ ରିଷିଡା ସ୍ଥିତ ତାଙ୍କ ବାସଭବନରେ ୨୫ ତମ ବିବାହ ବାର୍ଷିକ ଉତ୍ସବ ଧୁମଧାମରେ ପାଳନ ହୋଇଯାଇଛି l ଏହି ଅବସରରେ ନରୋତ୍ତମ ସେଲମା ଓ ତାଙ୍କ ଧର୍ମ ପତ୍ନୀ ମିନା ଗହୀରଙ୍କୁ ତାଙ୍କ ପରିବାର, ବନ୍ଧୁ, ସ୍ୱଜନ ମାନେ ଶୁଭେଚ୍ଛା ସହ ଶୁଭକାମନା ଜଣେଇଥିଲେ l ଏଥିରେ ସାମ୍ବାଦିକ ପ୍ରଦୀପ କୁମାର ସାହୁ ଓ ସତ୍ୟ ନାରାୟଣ କୁମାରଙ୍କ ସମେତ ସମିତି ସଭ୍ୟ ନିମାଇଁ ଚରଣ ବେହେରା, ସୋନୁ ରଣା, ସୌମ୍ୟ ରଞ୍ଜନ ତ୍ରିପାଠୀ, ସତ୍ୟବ୍ରତ ବଗର୍ତ୍ତି, ସଲିମ ଶେଖର ରଣା,ପୂର୍ବତନ ସମିତି ସଭ୍ୟ ସୀମାଞ୍ଚଳ ଭୋଇ, ମୁକେଶ ନାଏକ, ଭଜଶ୍ୟାମ ରଣା, ପୀତବାସ ସାହୁ, ତୋଫାନ ବାଗ, ନୀଳମଣି ବାଗ, ଧ୍ରୁବ ଚରଣ ବାଗ, ଗଜାନନ ଗହୀର, ମାୟା ଭୋଇ, ଲିଲୁ ନାଏକ, ଆଶୁତୋଷ ଦାଶ ପ୍ରମୁଖ ଯୋଗ ଦେଇ ଶୁଭେଚ୍ଛା ଜଣାଇଥିଲେ l

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ଶ୍ରୀ ବ୍ରଜ ମୋହନ ଶ୍ରୀ ରାଧାକୃଷ୍ଣ ମନ୍ଦିରର ବର୍ଷୀୟାନ ପୁର୍ବତନ ପୂଜକ ରାମକୃଷ୍ଣ ମୁଣ୍ଡ ଙ୍କ ପରଲୋକ

Sunil Chandra Nayak

ବାଇକ୍ ଦୁର୍ଘଟଣାରେ ଜଣେ ଗୁରୁତର, ମିଳି ପାରିଲା ନାହିଁ ଆମ୍ୱୁଲେନ୍ସ୍ ସେବା 

Sunil Chandra Nayak

ସ୍ଵାଧୀନତା ଦିବସ ଓ ସ୍ୱାୟତ୍ତ ଶାସନ ଦିବସ ପାଳନ ପ୍ରସ୍ତୁତି ବୈଠକ 

Sunil Chandra Nayak

Leave a Comment

error: Content is protected !!