ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନୂଆଁପାଲି ହାଇସ୍କୁଲରେ ନୂତନ ଶ୍ରେଣୀଗୃହ ଉଦଘାଟିତ

ବୌଦ୍ଧ – 23/12- (ହୃଦାନନ୍ଦ ମେହେର )-ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ୍ ଅନ୍ତର୍ଗତ କୁଲୁତାଯୋର ପଞ୍ଚାୟତ ସ୍ଥିତ ନୂଆଁପାଲି ଆଦିବାସୀ ବିଦ୍ୟାଳୟର ୩୨ତମ ବାର୍ଷିକ ଉତ୍ସବ ଅବସରରେ ମୋ ସ୍କୁଲ ତରଫରୁ ନିର୍ମାଣ ଶ୍ରେଣୀ ଗୃହକୁ ସ୍ଥାନୀୟ କଣ୍ଟାମାଳ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ଶ୍ରୀମହିଧର ରଣା ମୂଖ୍ୟ ଅତିଥିଭାବେ ଯୋଗଦେଇ ଅନ୍ୟ ଅତିଥିମାନଙ୍କ ଗହଣରେ ଅନୁଷ୍ଠାନିକଭାବେ ଉଦ୍ ଘାଟନ କରିଥିଲେ। ଫଳରେ ଛାତ୍ରଛାତ୍ରୀଙ୍କ ପାଇଁ ହେଉଥିବା ଶ୍ରେଣୀଗୃହର ଆବଶ୍ୟକତା ଦୂର ହୋଇ ପାରିବ । ଅନ୍ୟତମ ଅତିଥି ଭାବେ କଣ୍ଟାମାଳ ତହସିଲଦାର ଶ୍ରୀକର୍ଣ୍ଣ ମଲିକ, କଣ୍ଟାମାଳ ବ୍ଲକ୍ ଉପାଧ୍ୟକ୍ଷ ଶ୍ରୀ ମହେନ୍ଦ୍ର ରଣା, ଘଣ୍ଟାପଡ଼ା ଫାଣ୍ଡି ଅଧିକାରୀ ଶ୍ରୀ ଗଣନାଥ ଥନାପତି, ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ଚୁମୁକି ଭୋଇ, ବ୍ଲକ୍ ମିଳିତ ଶିକ୍ଷକ ସଂଘର ସଭାପତି ନିଳାଚଳ ଭୋଇ, ମୋ ସ୍କୁଲ ଅଭିଯାନର ସଭାପତି ପ୍ରେମରାଜ ରଣା, ପରିଚାଳନା କମିଟିର ସଭାପତି ବିବତ୍ସ ଭୋଇ, ପ୍ରଧାନଶିକ୍ଷକ ଅନନ୍ତ କ୍ଷେତି ପ୍ରମୁଖ ଉପସ୍ଥିତ ରହିଥିଲେ।

Related posts

ତ୍ରୟୋଦଶ ବନଜ୍ୟୋତ୍ସ୍ନା ପୁସ୍ତକ ମେଳା ଓ ସାଂସ୍କୃତିକ ଉତ୍ସବ ଉଦଘାଟନ ଉତ୍ସବରେ ବନଜ୍ୟୋସ୍ନା ସମେତ ଅନେକ ପୁସ୍ତକ ଉନ୍ମୋଚିତ 

Sunil Chandra Nayak

ଜିଲ୍ଲା ଆଇନସେବା ପ୍ରାଧିକରଣ ରାୟଗଡା ଦ୍ୱାରା ଆଇନ ସଚେତନତା କାର୍ଯ୍ୟକ୍ରମ

Sunil Chandra Nayak

ରାଇରଙ୍ଗପୁରରେ “ଓଡିଶା ବନାଞ୍ଚଳ ଉନ୍ନୟନ ଦ୍ୱିତୀୟ ପର୍ଯ୍ୟାୟ ” ପ୍ରକଳ୍ପ ବାର୍ଷିକ ସମୀକ୍ଷ୍ୟା ବୈଠକ 2022-23 ଅନୁଷ୍ଠିତ  

Sunil Chandra Nayak

Leave a Comment

error: Content is protected !!