ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ନଈରୀ ଫେଣ୍ଟ ନିକଟରେ ମାଛଧରା ଡଙ୍ଗା ମଧ୍ୟରୁ ଯୁବକର ମୃତ ଦେହ ଉଦ୍ଧାର !!!

ବାଣପୁର:- ଆଜି ସକାଳୁ ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଥାନା ଅନ୍ତର୍ଗତ ନଈରୀ ଚିଲିକା କୂଳ ହନୁମାନ ମାଛ ପେଣ୍ଠ ଜେଟି ନିକଟରୁ ଏକ ମାଛ ଧରା ଡଙ୍ଗା ମଧ୍ୟରୁ ଜଣେ ଯୁବକଙ୍କ ମୃତ ଦେହ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି। ଏ ପର୍ଯ୍ୟନ୍ତ ଯୁବକଙ୍କ ମୃତର କାରଣ ଅସ୍ପଷ୍ଟ ଥିବା ବେଳେ। ମୃତ ଯୁବକ ଜଣଙ୍କ ହେଲେ ମଣିଆ ବେହେରା (୩୨) ସ୍ଥାନୀୟ ନଈରୀ ଯମୁନା ସାହିର ବୋଲି ଜଣା ପଡିଛି। ଘଟଣା ସ୍ଥଳରେ ନାଚୁଣୀ ପୋଲିସ ପହଞ୍ଚି ଶବ ଉଦ୍ଧାର କରି ତଦନ୍ତ ଜାରି ରଖିଛି ।।

ବାଣପୁର ରୁ ରାକେଶ ସାହୁଙ୍କ ରିପୋର୍ଟ ମସୀହା ନିୟୁଜ

Related posts

Big Achievement by GUNPUR police

masiha

ଅମ୍ବାଦଳା ପୁଲିସକୁ ମିଳିଛି ବଡ ସଫଳତା, ଆଲୁମିନା ପାଉଡର ଲୁଟ୍ ଗ୍ୟାଙ୍ଗର ୧୦ଗିରଫ ମୁଖ୍ୟ ଫେରାର

Sunil Chandra Nayak

ଚାକିରି ଦେବା ନାଁରେ ୧୬ ଲକ୍ଷ ଟଙ୍କା ଠକେଇ: ମୁଖ୍ୟ ଅଭିଯୁକ୍ତ ଗିରଫ

Sunil Chandra Nayak

Leave a Comment

error: Content is protected !!