ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଭିଜିଲାନ୍ସ ଟ୍ରାପରେ ଥୁଆମୂଳ ରାମପୁର ମୃତ୍ତିକା ସଂରକ୍ଷଣ ଓଭରସିୟର

 କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ମୃତ୍ତିକା ସଂରକ୍ଷଣ ବିଭାଗ ଓଭରସିୟର ଧନୁର୍ଯୟ ଧୁବାଙ୍କୁ ଧରିଲା ଭିଜିଲାନ୍ସ। ନଗଦ ୩୫ହଜାର ଟଙ୍କା ସହିତ ଧରାପଡିଲେ ବାବୁ। ସୋମବାର ଅଭିଯୋଗକାରୀଙ୍କ ଠାରୁ ଭବାନୀପାଟଣା ଗାନ୍ଧି ଛକ ଠାରେ ଟଙ୍କା ନେଇ ଯାଉଥିବା ବେଳେ ଭିଜିଲାନ୍ସ ଟିମ ହାତରେ ଧାର ପଡ଼ିଥିଲେ।

ତାଙ୍କୁ ମୃତ୍ତିକା ସଂରକ୍ଷଣ କାର୍ଯ୍ୟାଳୟ ଠାରେ ଅଟକ ରଖି ପଚରାଉଚରା ଚାଲିଥୁବା ସରକାରୀ କାର୍ଯ୍ୟାଳୟ ଓ ବାସଗୃହ ରେ ଭିଜିଲାନ୍ସ ରେଡ୍ ହୋଇଛି । ମନରେଗା ଯୋଜନାରେ ଷ୍ଟ୍ରେନଚ୍ ଖନନ ବାବଦ ଟଙ୍କା ବିଲ ପାସ କରିବା ବାବଦକୁ ଅଭିଯୋଗକାରୀଙ୍କୁ ଠାରୁ ଲାଞ୍ଚ ନେବା ବେଳେ ଧରାପଡିଥିବା ଭିଜିଲାନ୍ସ ପକ୍ଷରୁ କୁହାଯାଇଛି। ଧନୁର୍ଯ୍ୟୟ ଧୁବାଙ୍କ ନାମରେ ଏହା ପୂର୍ବରୁ ମଧ୍ୟ ୨୦୧୮ ମସିହାର ଏକ ଭିଜିଲାନ୍ସ ମାମଲା ରହିଥିବା ଜଣାଯାଇଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ଫଟାଗୁଡା ଡକାୟତି ମାମଲା ରେ ଖାତିଗୁଡା ପୋଲିସ କବଜାରେ ପାଞ୍ଚ ଡକାୟତ , ଜଣକୁ ଖୋଜା ଚାଲିଛି

Sunil Chandra Nayak

ଅବକାରୀ ଓ ପୋଲିସ ବିଭାଗ ପକ୍ଷରୁ ମିଳିତ ଚଢ଼ାଉ, ବିପୁଳ ପରିମାଣର ବିଦେଶୀ ମଦ ଓ ଲକ୍ଷାଧିକ ଟଙ୍କା ଜବତ

Sunil Chandra Nayak

କଙ୍କଡ଼ାହାଡ଼ ଗ୍ରାମ୍ୟ ବ୍ୟାଙ୍କ ଲୂଟ ଘଟଣା ରେ 9 ଗିରଫ, ମରଣାସ୍ତ୍ର ସହିତ ସୁନା ଓ ଟଙ୍କା ଜବତ

Sunil Chandra Nayak

Leave a Comment

error: Content is protected !!