ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଚାରି ଦିନ ହେଲା କାମ କରୁନାହିଁ ଗୋଳାମୁଣ୍ଡା ଏସ ବି ଆଇ ଏ ଟି ଏମ ଲୋକେ ହଇରାଣ

ଗୋଳାମୁଣ୍ଡା 3/2  // କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ଅଂଚଅଳରେ ଥିବା ଏକମାତ୍ର ଏସ ବି ଆଇ ଏ, ଟି,ଏ ମ ଆଜକୁ ଚାରି ଦିନ ହେବ କାମ କରୁନାହିଁ ଯାହାଦ୍ୱାରା ଏହାକୁ ଭରସା କରି ଦୂର ଦୁରାନ୍ତ ରୁ ଆସୁଥିବା ଲୋକେ ନାହିଁ ନଥିବା ଅସୁବିଧା ଭୋଗୁଥିବା ଦେଖିବାକୁ ମିଲିଛି ।  ଏଣୁ ଏଥି ପ୍ରତି ବିଭାଗୀୟ କର୍ତ୍ତୃପକ୍ଷ ଯଥାଶୀଘ୍ର ଦୃଷ୍ଟି ଦେଇ ମରାମତି କରି କାର୍ଯ୍ୟକ୍ଷମ କରିବାକୁ ଅଂଚଳ ବାସି ଦାବି କରୁଛନ୍ତି।

ଦାମୋଦର ଦାସ ଙ୍କ ରିପୋର୍ଟ 

Related posts

ଜଟଣୀ ବ୍ଲକରେ ଗ୍ରାମ ପଞ୍ଚାୟତ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ

Sunil Chandra Nayak

ସତ୍ୟ ସାଈ ସେବା ସଂଗଠନ ର ରକ୍ତ ଦାନ ଶିବିର

masiha

ସାରୁ ପଞ୍ଚାୟତରେ ମିଳିତ ଜନ ଶୁଣାଣିରେ ସର୍ବାଧିକ ରାସନକାର୍ଡ ରହିଛି 

Sunil Chandra Nayak

Leave a Comment

error: Content is protected !!