ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାଣପୁର ବ୍ଲକ ଅଧକ୍ଷ ଓ ଉପାଧକ୍ଷାଙ୍କ ନୂତନ କାର୍ଯ୍ୟାଳୟକୁ ପ୍ରବେଶ !!!

ବାଣପୁର:- ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକର ଅଧକ୍ଷ ଅମରେନ୍ଦ୍ର ରଣସିଂହ ଓ ଉପାଧକ୍ଷା ରୀନା ଦେଇ ଆଜି ଆନୁଷ୍ଠାନିକ ଭାବରେ ତାଙ୍କର ନିଜ ନିଜ ବ୍ଲକ ପରିଷର ନୃତନ କାର୍ଯ୍ୟାଳୟକୁ ହୋମ ପୂଜାର୍ଚ୍ଚନା କରି ପ୍ରବେଶ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଚିଲିକା ନିର୍ବାଚନ ମଣ୍ଡଳୀର ଉନ୍ନତିର ସ୍ରଷ୍ଠା, ପ୍ରମୂଖ ବିନ୍ଧାଣୀ ପୂର୍ବତନ ବିଧାୟକ ଡା.ବିଭୁତି ଭୂଷଣ ହରିଚନ୍ଦନ, ଚିଲିକା ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀ ପୃଥ୍ୱୀରାଜ ହରିଚନ୍ଦନ, ସତ୍ୟନାରାୟଣ ପାଲଟାସିଂହ, ବାମନ ଚରଣ ଦାସ, ଦୁଷ୍ମନ୍ତ ହରିଚନ୍ଦନ, ପୂର୍ବତନ ଭେଟେଶ୍ୱର ସରପଞ୍ଚ ଜିତେନ୍ଦ୍ର ଭୋଳ ଙ୍କ ସମେତ ବାଣପୁର ବ୍ଲକର ୧୭ ଗୋଟି ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ,ସଭ୍ୟା ଓ ଜିଲ୍ଲା ପରିଷଦ ସଭ୍ୟ ଉପସ୍ଥିତ ଥିଲେ। ବାଣପୁର ବ୍ଲକର ପ୍ରାୟ ୨ହଜାରରୁ ଅଧିକ ଲୋକ ବହୁ ନେତା, କର୍ମୀ ଓ ବୁଧିଜୀବି ଉପସ୍ଥିତ ଥିଲେ।

ବାଣପୁର ରୁ ରାକେଶ ସାହୁଙ୍କ ରିପୋର୍ଟ ମସୀହା ନିୟୁଜ

Related posts

ବରଗିଡିହି ଗ୍ରାମକୁ ମୋ ଵସ ଗ୍ରାମାଞ୍ଚଳ ପରିବହନ ବସ ସେବା ସ୍ବପ୍ନ; ଵରଗିଡି ଗ୍ରାମକୁ ଗ୍ରାମାଞ୍ଚଳ ପରିବହନ ଚାଲୁ ପାଇଁ ଗ୍ରାମବାସୀଙ୍କ ଵହଳଦା ବିଡ଼ିଓଙ୍କ ଦ୍ବାରସ୍ଥ

Sunil Chandra Nayak

First state executive body meeting of the Journalist Council of India, Odisha wing was held in Bhubaneswar.

masiha

ବଙ୍ଗୋମୁଣ୍ଡା ଓଡିଶା ଆଦର୍ଶ ବିଦ୍ୟାଳୟର ଛାତ୍ରୀ ନିବାସ ଉଦଘାଟନ କଲେ ଧର୍ମଗଡ଼ ବିଧାୟକ, ଛାତ୍ରୀ ହେବେ ଉପକୃତ

masiha

Leave a Comment

error: Content is protected !!