ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଟ୍ରାକ୍ଟର ମାଡି ଯାଇ ଜଣେ ଶିଶୁ ମୃତ୍ୟୁ/ଟ୍ରାକ୍ଟର ଚାଳକ ଘଟଣାସ୍ଥଳରୁ ଫେରାର/ଶବ ଜବତ କରି ବ୍ୟବଛେଦ ପାଇିଁ ପଠାଇବା ସହ ତଦନ୍ତ ଚଳାଇଛି ପୋଲିସ

କାମାକ୍ଷାନଗର -(ମନିସ )10/2/23 //ଢେଙ୍କାନାଳ ଜିଲ୍ଲା ତୁମୁସିଙ୍ଗା ଥାନା କନ୍ତିଓ ପୁଟସାହି(ଶବର ସାହି) ଗ୍ରାମରେ ଟ୍ରାକ୍ଟର ମାଡି ଯାଇ ଜଣେ ଶିଶୁ ର ମୃତ୍ୟୁ ହୋଇଛି |ମୃତ ଶିଶୁ ଜଣକ ହେଉଛନ୍ତି ସେହି ଗ୍ରାମର ବିଜୟୀ ଦେହୁରୀ ଙ୍କ ୪ବର୍ଷର ପୁଅ ବିସ୍ମୟ ଦେହୁରୀ |ସୂଚନା ମୁତାବକ ବିସ୍ମୟ ଗାଁ ଦାଣ୍ଡ ରେ ସାଙ୍ଗ ମାନ ଙ୍କ ସହ ଖେଳୁ ଥିବା ବେଳେ, ଏକ ଟ୍ରାକ୍ଟର ଅସାବଧାନତା କାରଣ ରୁ ମାଡି ଯାଇଥିଲା | ତେବେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିବା ବେଳେ, ପରିବାର ଲୋକ ଗ୍ରାମବାସୀଙ୍କ ଠାରୁ ଖବର ପାଇ ଘଟଣା ସ୍ଥଳକୁ ଯାଇଥିଲେ |ତେବେ ଏ ନେଇ ପରିବାର ଲୋକ ଥାନା ରେ ଅଭିଯୋଗ କରିଛନ୍ତି |ଅଭିଯୋଗ ପରେ ପୋଲିସ ପହଂଚି ଟ୍ରାକ୍ଟର ଟି ଜବତ କରିଥିବା ବେଳେ, ଚାଳକ ଘଟଣା ସ୍ଥଳରୁ ଫେରାର ହୋଇଯାଇଛି |ସେପଟେ ମୃତ ଶିଶୁ ଙ୍କ ମୃତ ଦେହ ପୋଲିସ ଜବତ କରିବା ସହ ଶବ ବ୍ୟବଛେଦ ପାଇଁ କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟକୁ ପଠାଇ ଅଧିକ ତଦନ୍ତ ଜାରି ରଖିଛି।

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

Rayagada Police Crack Down on Interstate Crime Ring, Arrest 5

masiha

କଲମପୁର ରୁ ଗିରଫ ହେଲା ୧୦ ବର୍ଷ ରୁ ଅଧିକ ବର୍ଷ ଧରି ଫେରାର ଅଭିଯୁକ୍ତ

ଯୁବତୀଙ୍କୁ ଅପହରଣ କରି ଧର୍ଷଣ କରାଯାଇଥିବା ନେଇ ଥାନାରେ ଏତଲା 

masiha

Leave a Comment

error: Content is protected !!