ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପୋଷ୍ଟକାର୍ଡ ମାଧ୍ୟମରେ କନିଷ୍ଠ ଶିକ୍ଷକଙ୍କ ଚୁକ୍ତିଭିତ୍ତିକ ଉଛେଦ ଦାବୀ

ଜୁନାଗଡ଼,୧୨/୨(ମ ନି ସ)।କନିଷ୍ଠ ଶିକ୍ଷକ ସଂଘ ପକ୍ଷରୁ ଜୁନାଗଡ଼ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ସରୋଜକୁମାର ପଣ୍ଡାଙ୍କ ନେତୃତ୍ୱରେ ସ୍ଥାନୀୟ ପୋଷ୍ଟ ଅଫିସ ଠାରେ ଚୁକ୍ତିଭିତ୍ତିକ ଇଛେଦ ଦାବୀ ନେଇ ପୋଷ୍ଟକାର୍ଡ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ଦାବିପତ୍ର ଦିଆଯାଇଥିଲା।ଏଥିରେ ଦର୍ଶଯାଇ ଥିଲା ଯେ ଗତ ଅକ୍ଟୋବର ମାସରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଚୁକ୍ତିଭିତ୍ତିକ ପ୍ରକ୍ରିୟା ଉଛେଦ ହେଲାବୋଲି ଘୋଷଣା କରିଥିଲେ।ହେଲେ ଓଡ଼ିଶାର ଦଶ ହଜାର କନିଷ୍ଠ ଶିକ୍ଷକ ଦୀର୍ଘଦିନ ହେଲା ଏଥିରୁ ବଞ୍ଚିତ ହୋଇଛନ୍ତି।ଏଣୁ ରାଜ୍ୟ ସରକାର ଏଥିରୁ ବଞ୍ଚିତ କନିଷ୍ଠ ଶିକ୍ଷକଙ୍କୁ ଅତିଶୀଘ୍ର ନିୟମିତ କରିବାକୁ ମୁକ୍ଷ୍ୟମନ୍ତ୍ରୀ ହସ୍ତକ୍ଷେପ ଲୋଡିବାକୁ ଦବିକରିଛନ୍ତି।ଏହି କାର୍ଯ୍ୟକ୍ରମରେ ସଂଘର ସଭପତି କାଁହୁ ଚରଣ ମହାରଣା ଓ ସମ୍ପାଦକ ପିତବାସ ପୁହାଣ ଓବ୍ଲକ କନିଷ୍ଠ ଶିକ୍ଷକ ସମୂହ ଉପସ୍ଥିତ ରହିଥିଲେ।

ଜୁନାଗଡ଼ ରୁ ନରେନ୍ଦ୍ର ଖିତୀ ଙ୍କ ରିପୋର୍ଟ 

Related posts

କଳାହାଣ୍ଡି:ପଞ୍ଚାୟତ ମହା ବିଦ୍ୟାଳୟରେ ଏଡସ୍ ସଚେତନତା ଓ ସ୍ବେଛାକୃତ ରକ୍ତଦାନ ପ୍ରୋତ୍ସାହନ କାର୍ଯ୍ୟକ୍ରମ   

masiha

ବିଧାୟକଙ୍କ ଉପସ୍ଥିତିରେ ପୌରପାଳିକାର ସମୁହ ସଫେଇ

masiha

କଳାହାଣ୍ଡି ଜିଲ୍ଲାରେ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ-୨୦୨୫। ୧୮୪୧ ଟି ମାମଲା ଫଇସଲା….

Sunil Chandra Nayak

Leave a Comment

error: Content is protected !!