ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବକୃତା ପ୍ରତିଗୋଗିତା ରେ ଜିଲ୍ଲାରେ ପ୍ରଥମ ସ୍ଥାନ ହାସଲ କଲେ ଶୁଭଦର୍ଶୀ ବେରୁକ୍ 

ନାର୍ଲ , (ମସିହା )କଳାହାଣ୍ଡି ଜିଲ୍ଲାର ନର୍ଲା ବ୍ଲକ ପଞ୍ଚାୟତ ସମିତି ସରକାରୀ ଉଚ୍ଚ ବିଦ୍ୟାଳୟ ଅଷ୍ଟମ ଶ୍ରେଣୀ ର ଛାତ୍ରୀ କୁମାରୀ ଶୁଭଦର୍ଶୀ ବେରୁକ ଗତ କିଛି ଦିନ ତଳେ ଜିଲ୍ଲା ସ୍ତରୀୟ ପାଣିପଞ୍ଚାୟତ ପକ୍ଷ ପାଳନ କ୍ରମରେ ଜଳ ସଂରକ୍ଷଣ ଓ ପରିଚାଳନା ବକୃତା   ରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ । ଏହି କାର୍ଯ୍ୟକ୍ରମ ରେ ମୂଖ୍ୟ ଅତିଥି ଭାବରେ ପୂର୍ବତନ ମନ୍ତ୍ରୀ ତଥା ବିଜେଡ଼ି ବିଧାୟକ କ୍ୟାପଟେନ ଦିବ୍ୟସଙ୍କର ମିଶ୍ର କୁମାରୀ ବେରୁକଙ୍କୁ ଭୃୟସି ପ୍ରଶଂସା କରି ପ୍ରମାଣ ପତ୍ର ପ୍ରଦାନ କରିଥିଲେ , ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭାଗୀୟ ପଦାଧିକାରୀ ଓ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ,ସେହି ଭଳି ଅନୁରୂପ ଭାବରେ ମଧ୍ୟ ପୂର୍ବରୁ ଶୁଭଦର୍ଶୀ ନର୍ଲା ରେତ ପ୍ରକଳ୍ପ କାର୍ଯ୍ୟାଳୟ ପରିସରରେ ଉପଖଣ୍ଡ ସ୍ତରୀୟ ପାଣିପଞ୍ଚାୟତ ପକ୍ଷ ପାଳନରେ ମଧ୍ୟ ଜଳ ସଂରକ୍ଷଣ ଓ ପରିଚାଳନା ବକୃତା ରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ ଓ ସେହି ମଞ୍ଚ ରେ ମଧ୍ୟ ଲାଞ୍ଜିଗଡ ବିଧାୟକ ପ୍ରଦୀପ ଦିଶାରି ମୂଖ୍ୟ ଅତିଥି ଭାବରେ ଯୋଗଦେଇ କୁମାରୀ ବେରୁକଙ୍କୁ ସାର୍ଟିଫିକେଟ ସହ ସମ୍ମାନିତ କରିଥିଲେ ଏପରି ସଫଳତାକୁ ଅଞ୍ଚଳ ବାସି ପ୍ରଶଂସା କରିବା ସହ ସ୍କୁଲ୍ ଶିକ୍ଷକ ଶିକ୍ଷୟତ୍ରୀ ଓ ମାଁ ,ରମାବତି ପାତ୍ର ଓ ବାପା କ୍ଷମା ସାଗର ବେରୁକ ଙ୍କୁ ଧନ୍ୟବାଦ୍ ଜଣାଇଛନ୍ତି ।

ନର୍ଲା ରୁ ଦିପକ ଠାକୁର ଙ୍କ ରିପୋର୍ଟ

Related posts

ପ୍ରତିଭା ଅନ୍ବେଷଣ କାର୍ଯ୍ୟକ୍ରମ ଏମ୍. କେ କ୍ଳାସେସ୍ ରେ

masiha

କଚେରୀହତାରେ ବାଦୀପାଲା ସ୍ବର୍ଣ ଜୟନ୍ତୀ ସମାରୋହ

masiha

ବିଜାତଳା ବିଡ଼ିଓଙ୍କ ପ୍ରକଳ୍ପ ଅନୁଦାନ ପାଣ୍ଠି ବିନିଯୋଗର ପାତର ଅନ୍ତର ନେଇ ଜନପ୍ରତିନିଧିଙ୍କ ଅସନ୍ତୋଷ ! ବିଡ଼ିଓଙ୍କ କାର୍ଯ୍ୟାଳୟରେ ତାଲା ଠୁଙ୍କିଲେ ଅସନ୍ତୋଷ ଜନପ୍ରତିନିଧି

Sunil Chandra Nayak

Leave a Comment

error: Content is protected !!