ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

କାମାକ୍ଷାନଗର ବିଜେଡି ପକ୍ଷରୁ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଚାଉଳ କାଟ କୁ ନେଇ ପ୍ରତିବାଦ ସଭା

କାମାକ୍ଷାନଗର (ମନିସ )16/2/23 // ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ କେନ୍ଦ୍ରର ଚାଉଳ କାଟ ମାରଣା ନୀତିକୁ ନେଇ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଅଛି l ଏହିପ୍ରତିବାଦ ସଭାରେ ଖଣି, ଇସ୍ପାତ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକଙ୍କ ନେତୃତ୍ୱରେ ଏହି ପ୍ରତିବାଦ ସଭାରେ କେନ୍ଦ୍ରର ଚାଉଳ କାଟ ବାଟ ମାରଣl ନୀତିକୁ ନେଇ ଜୋରରେ ଦଳ ପକ୍ଷରୁ ଗର୍ଜିଥିଲେ, ଏହି ପ୍ରତିବାଦ ସଭାରେ ଅନ୍ୟ ମାନଙ୍କମଧ୍ୟରେ ଜିଲ୍ଲା ଯୁବ ସଭାପତି ତଥା କାମାକ୍ଷା ନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ନଗରପାଳ ଧର୍ମାନନ୍ଦ ପରିଡା, ବ୍ଲକ ଅଧକ୍ଷ୍ୟ ପ୍ରେମାନନ୍ଦ ସାହୁ, ବରିଷ୍ଠ ବିଜୁ ଜନତା ଦଳ ନେତା ବ୍ରହ୍ମlନନ୍ଦ ମହାନ୍ତି କେନ୍ଦ୍ର ବିରୁଦ୍ଧରେ ନିଜ ନିଜର ବକ୍ତବ୍ୟ ରଖିଥିଲେ l ଏହି ପ୍ରତିବାଦ ସଭାରେ ଶତାଧିକ ବିଜେଡି କର୍ମୀ ଉପସ୍ଥିତ ରହି ନାରାବାଜି ଦେଇଥିଲେ l

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ରାଇରଙ୍ଗପୁର ପାଢିଆ ଧର୍ମଶାଳା ପରିସରରେ ବିଜେଡି ଆପ୍ରବାସୀ ସାମ୍ମୁଖ୍ୟ ର କର୍ମି ସମ୍ମିଳନୀ

masiha

ବୁଟିଆଗୁଡାରେ ବିଜେଡି ର ମିଶ୍ରଣ ସଭା

masiha

ବିଜେପି ଯୁବମୋର୍ଚ୍ଚା ର ବିଧାନ ସଭା ଘେରଉ ପାଇଁ ପ୍ରସ୍ତୁତି ବୈଠକ

Sunil Chandra Nayak

Leave a Comment

error: Content is protected !!