ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଅନୁଷ୍ଠିତ ହେବ ସଂକଳ୍ପ ଯାତ୍ରା

ଅନୁଷ୍ଠିତ ହେବ ସଂକଳ୍ପ ଯାତ୍ରା

ବାଲେଶ୍ଵର,୧୩/୪/୨୪- ନିର୍ମଳ ଭାବମୂର୍ତ୍ତି ଓ ସୁଶାସନ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ ଲୋକପ୍ରିୟତାରେ ଶୀର୍ଷରେ ରହିଛନ୍ତି । କେବଳ ରାଜ୍ୟ ପାଇଁ ନୁହେଁ; ବିଭିନ୍ନ ଦେଶ ହିତକାରୀ ପ୍ରସଙ୍ଗରେ ଉଚିତ୍‍ ଦାୟିତ୍ୱ ନିର୍ବାହ କରି ନବୀନ ଜାତୀୟ ସ୍ତରରେ ମଧ୍ୟ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ରାଜ୍ୟର ଜନସାଧାରଣ ମୁଖ୍ୟମନ୍ତ୍ରୀ ଭାବେ ନବୀନଙ୍କ ପ୍ରତି ନିଜର ଆସ୍ଥା ଓ ବିଶ୍ୱାସ ଅତୁଟ ରଖିଛନ୍ତି ଏବଂ ତାଙ୍କୁ ୬ଷ୍ଠ ଥର ମୁଖ୍ୟମନ୍ତ୍ରୀ ଆସନରେ ଅଧିଷ୍ଠିତ କରିବା ପାଇଁ ମନ ସ୍ଥିର କରିସାରିଛନ୍ତି । ସିମୁଳିଆ-ଖଇରାରେ ଶାନ୍ତି, ପ୍ରଗତି ଓ ସେବାର ଧାରାକୁ ଜାରି ରଖିବା ପାଇଁ ଆସନ୍ତୁ ସମସ୍ତେ ନବୀନଙ୍କୁ ସମର୍ଥନ ଜଣାଇବା ଏବଂ ଏକ ‘ବିକଶିତ ସିମୁଳିଆ-ଖଇରା’ ତଥା ‘ନବୀନ ଓଡିଶା’ ଗଠନ ପାଇଁ ଦୃଢ଼ ସଂକଳ୍ପ ନେବାକୁ ବିଧାୟକ ଜ୍ଯୋତି ପ୍ରକାଶ ପାଣିଗ୍ରାହୀ ଆହ୍ୱାନ ଦେଇଛନ୍ତି ।

       ଏହି ପରିପରେକ୍ଷୀରେ ଆସନ୍ତା ୧୫/୪/୨୦୨୪ ତାରିଖରେ ସିମୁଳିଆ ଠାରୁ ଖଇରା ପର୍ଯ୍ୟନ୍ତ ବାଇକ୍ ରାଲି (ସଂକଳ୍ପ ଯାତ୍ରା) ସକାଳ ୮ ଘଟିକାରୁ ଆରମ୍ଭ ହୋଇ ଦିବା ୧୧ ଘଟିକାରେ ଶେଷ ହେବ । ପରେ ପରେ ଖଇରା ଠାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇ କାର୍ଯ୍ୟକ୍ରମର ପରିସମାପ୍ତ ହେବ । ଏହି କାର୍ଯ୍ୟକ୍ରରେ ସମସ୍ତ ଜନସାଧାରଣ ଓ ନେତୃମଣ୍ଡଳୀ ଯୋଗ ଦେଇ କାର୍ଯ୍ୟକ୍ରମକୁ ସଫଲ୍ୟ ମଣ୍ଡିତ କରିବା ସହ ବ୍ଲକ ଓ ଜିଲ୍ଲା ସ୍ତରୀୟ ସମସ୍ତ ସାମ୍ୱାଦିକ ମାନଙ୍କୁ ଉପସ୍ଥିତ ରହିବା ପାଇଁ ଅନୁରୋଧ ଜଣାଇଛନ୍ତି ବିଧାୟକ ଶ୍ରୀ ପାଣିଗ୍ରାହୀ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଦଳଡ଼ିଆଁ ନେତାଙ୍କ ବଳରେ ବଳୀୟାନ ହୋଇପାରିବନି ଦଳ

masiha

ରାଇଘର ଠାରେ ବିଶ୍ବ ହିନ୍ଦୁ ପରିଷଦର ପ୍ରଖଣ୍ଡ ସ୍ତରୀୟ ପୂର୍ଣ୍ଣାଙ୍ଗ କମିଟି ଗଠନ 

masiha

ବନ୍ଧୁଗାଁରେ ମହିଳା ବିଶାଳ ସମାବେଶ 

masiha

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort