ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପଥରଖମ୍ବ ଗ୍ରାମର ଅଗ୍ନି ବିତ୍ପନ୍ନ ପରିବାର ଙ୍କୁ ୬ ଲକ୍ଷ ଟଙ୍କା ପ୍ରଦାନ କଲେ ଜିଲ୍ଲାପାଳ

କାମାକ୍ଷାନଗର -(ମନିସ )17/2/23 //ଢେଙ୍କୋନାଳ ଜିଲ୍ଲା କାମାକ୍ଷାନଗର ଉପଖଣ୍ଡର ପଥରଖମ୍ବ ଦଳିତ ବସ୍ତିରେ ଗତ ୧୫ ତାରିଖ ଦିନ ଭୟାବହ ଅଗ୍ନିକାଣ୍ଡ ଘଟି ବାସଗୃହ ହରାଇ ଥିଲେ ଦ୍ୱିତୀୟ ଦିବସରେ ବିଭିନ୍ନ ବେସରକାରୀ ପକ୍ଷରୁ ସହାୟତା ଦିଆଯାଇଥିବା ବେଳେ ୧୭ ତାରିଖ ତୃତୀୟ ଦିବସରେ ଢ଼େଙ୍କାନଳ ଜିଲ୍ଲାପାଳ ସରୋଜ କୁମାର ସେଠୀ ଗ୍ରାମ ପରିଦର୍ଶନ କରି ୬ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦେଇଛନ୍ତି। ତାଙ୍କ ସହିତ ପରଜଙ୍ଗ୍ ନିର୍ବାଚନ ମଣ୍ଡଳୀର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଡଃ ନୃସିଂହ ଚରଣ ସାହୁ, ବ୍ଲକ ପୂର୍ବତନ ଅଧ୍ୟକ୍ଷ ଅକ୍ଷୟ କୁମାର ବେହେରା ପ୍ରମୁଖ ବିଜେଡି କର୍ମୀ ଓ ପ୍ରଶାସନିକ କର୍ମଚାରୀ ଙ୍କ ସହାୟତାରେ ପ୍ରତି ପରିବାର ପିଛା ୨୦ ହଜାର ଟଙ୍କା ଲେଖାଏଁ ମୋଟ ୬ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି।

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ପ୍ରଧାନ ଶିକ୍ଷକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ସମାରୋହ

Sunil Chandra Nayak

ଦିବ୍ୟାଙ୍ଗକୁ ପ୍ରଶାସନ ଦ୍ଵାରା ସ୍କୁଟି ପ୍ରଦାନ

Sunil Chandra Nayak

ଜିଲ୍ଲାର ବିଭିନ୍ନ ସମସ୍ୟା ନେଇ କେନ୍ଦ୍ରମନ୍ତ୍ରୀମାନଙ୍କ ସହ ଆଲୋଚନା କଲେ ବିଜେପି ବରିଷ୍ଠ ନେତା ଡ଼. ଭବାନୀ ଶଙ୍କର ନିଆଲ

masiha

Leave a Comment

error: Content is protected !!