ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସିଆରପିଏଫର ଜନ ସମ୍ପର୍କ ଶିବିର ଅନୁଷ୍ଠିତ

ଥୁଆମୁଳ ରାମପୁର:୨୫/୦୧ – (ମ.ନି.ସ):- କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଳକ ଗୁଣପୁର ସ୍ଥିତ ସିଆରପିଏଫ କ୍ୟାମ୍ପ ଠାରେ ନନ୍ଦ କିଶୋର କୁମାର ପ୍ରଧାନ କମାଣ୍ଡେଟ୍ ୧୨ ବାଟାଲିୟନ ସିଆରପିଏଫ ସମ୍ବଲପୁର ମୁଖ୍ୟାଳୟ ଙ୍କ ନିର୍ଦ୍ଦେଶ କ୍ରମେ ଏକ ଜନ ସଂପର୍କ ଶିବିର ସିଆରପିଏଫ ଦ୍ବିତୀୟ କମାଣ୍ଡେଣ୍ଟ ଅଧିକାରୀ ଏନ୍ ରତନ୍ କୁମାର ସିଂଙ୍କ ତତ୍ବାବଧାନରେ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ନିରିହ ଗରବ ଅସହାୟ ବୃଦ୍ଧ, ବୃଦ୍ଧା,ବିଧବା, ଭିନ୍ନକ୍ଷମ, ଗରିବ ଲୋକ ମାନଙ୍କୁ କମ୍ବଳ,ଏବଂ ଜରୁରୀ କାଳୀନ ଔଷଧ ଗୁଡ଼ିକ କ୍ୟାମ୍ପ ଦ୍ଵାରା ପ୍ରଦାନ କରାଯାଇଥିବା ବେଳେ ୧୦୦ ରୁ ଉର୍ଦ୍ଧ ଅସହାୟ ଲୋକ ଉପସ୍ଥିତ ରହିଥିଲେ। ସିଆରପିଏଫର ଦ୍ଵିତୀୟ କମାଣ୍ଡେଟ୍ ଅଧିକାରୀ ଏନ୍ ରତନ କୁମାର ସିଂଙ୍କ ତତ୍ବାବଧାନରେ ଆୟୋଜିତ କାର୍ଯ୍ଯକ୍ରମରେ ସରକାରୀ କର୍ମଚାରୀ ଏବଂ ଲୋକପ୍ରତିନିଧି ଉପସ୍ଥିତ ରହିଥିଲେ। ଗୁଣପୁର ସିଆରପିଏଫ ସି/ ୧୨ ବାଟାଲିୟନ କ୍ୟାମ୍ପର ଯୋବାନ୍ ମାନଙ୍କ ଏଭଳି କାର୍ଯ୍ୟକ୍ରମକୁ ନେଇ ଅଞ୍ଚଳବାସୀଙ୍କ ମନରେ ଆନନ୍ଦର ଲହରୀ ଖେଳିଯାଇଛିl କାର୍ଯ୍ଯକ୍ରମକୁ ସି ଆରପିଏଫର ଆସିଣ୍ଟାଣ୍ଡ କମାଣ୍ତେଣ୍ଟ ଖାଡେ ମିତେଶ ଅର୍ଜୁନ ପରିଚାଳନା କରିଥିବା ବେଳେ ସିଆରପିଏଫ ର ଇନିସ୍ପେକଟର ଥୋରାଟ ଅନନ୍ତ ସହଯୋଗ କରିଥିଲେ।

ଥୁଆମୁଳ ରାମପର ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

କେବେ କାର୍ଯ୍ୟକ୍ଷମ ହେବ ଖପ୍ରାମାଲ ବିଜୁ ସେତୁ, ନିର୍ମାଣ ଅବଧିର ୨ବର୍ଷ ବିତିଲା, ତଥାପି ହୋଇନି କାର୍ଯ୍ୟକ୍ଷମ

masiha

ଆଜି ଜାତୀୟ ଆମ୍ବ ଦିବସ।ଜାପାନୀ ପ୍ରଜାତିର ଆମ୍ବ ଫଳାଇ ଚର୍ଚ୍ଚାରେ ରକ୍ଷାକର ଭୋଇ

Sunil Chandra Nayak

ନନ୍ଦାହାଣ୍ଡି ବ୍ଲକ ସ୍ତରୀୟ ଯୁଗ୍ମ ଜନଶୁଣାଣୀ ଶିବିର

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort