ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଗଁଦିଆ ଅବକାରୀ ବିଭାଗର ମିଡିନାଇଟ  ଅପରେସନ , ଆକ୍ସନମୂଡ଼ରେ ଗଁଦିଆ ଅବକାରୀ ଇନ୍ସପେକ୍ଟର , ଜ୍ୟୋତି ନାଁ ଟା ମଦୁଆ ଙ୍କ ପାଇଁ କାଫି

ଜୋତି ରଞ୍ଜନ ସେନାପତି ବାବୁ ଗଁଦିଆ ଜଏନ କଲାଦିନୁ ମଦ ବେପାରୀଙ୍କ ହାଲତ ଟାଇଟ

ଗଁଦିଆ ବ୍ଲକର କାଶୀପୁର ପଞ୍ଚାୟତ ର ତଳକାଶିପୁର, ବ୍ରlହ୍ମଣି ନଦୀ କୁଦରେ ହଜାର ହଜାର ଦେଶି ମଦ ବେଆଇନ ଭାବେ ବହୁଦିନ ଧରି ରନ୍ଧା ହେଇ ଯାଜପୁର ତଥା ପାଖ ଜିଲ୍ଲା ମାନଙ୍କୁ ସପ୍ଲାୟ ହେଉଥିବା ବେଳେ ଏହା ଏତେ ବିଷାକ୍ତ ଯେ କେତେ ପରିବାର ଗାଁ ଦାଣ୍ଡରେ ବସିଲେଣି ତାର ହିସାବ ନାହିଁ । କିନ୍ତୁ ଜ୍ୟୋତି ବାବୁ ଙ୍କ ପାଇଁ ଏ ମିଡିନାଇଟ ଅପରେସନ ଥିଲା ବହୁ ରିସ୍କ ଫୁଲ । ତଥାପି ଜ୍ୟୋତି ବାବୁ ଲାଗିପଡ଼ିଥିଲେ ନିଜ କର୍ତ୍ତବ୍ୟ ପଥରେ ହିନ୍ଦୋଳ ଅବକାରୀ ବିଭାଗର ସନ୍ତୋଷ କୁମାର ସ୍ୱାଇଁ ଢେଙ୍କାନାଳ ଅବକାରୀ ଅଧିକାରୀ ଦେବଦାତନ ବିଶ୍ୱାଳ, ମୋବାଇଲ ସ୍କୁଆଡ଼, ସତିକା ବେସନ, ଏବଂ ଗଁଦିଆ ଅଗ୍ନିସମ, ବିଭାଗ ର ଷ୍ଟାଫ ମୋଟ 30ଜଣଙ୍କୁ ଧରି ଚଢ଼ାଉ କରାଯାଇଥିଲା। ଅପରେସନରେ,2000ଲିଟର ମହୁଲ ପୋଚ, 1000ଲିଟର ମଦ ଜବତ କରିଥିଲେ  ଏବଂ ସେହି ମଦକୁ ଘଟଣା ସ୍ଥଳ ରେ ପୋଡିଦେଇଥିଲେ, ଏବଂ ରନ୍ଧା ସାମଗ୍ରୀ , ଵେବହୁତ ହୋଇଥିବା ଡ୍ରମ ଅନ୍ୟନ୍ୟ ଜିନିଷ କୁ ପୋଡିଦେଇଥିଲେ।

ଢେଙ୍କାନାଳ ଗଁଦିଆ ରୁ ତାପସଦାସ ଙ୍କ ରିପୋର୍ଟ

Related posts

କିରୋସିନି ଢାଳି ଆତ୍ମହତ୍ୟା ଉଦ୍ୟମ କରିଥିବା ଯୁବତୀର ମୃତ୍ୟୁ

Sunil Chandra Nayak

ସମ୍ପର୍କ ମଧ୍ୟରେ ଲାଗିଲା ରକ୍ତର ଛିଟା,ଯୁବକଙ୍କୁ ଅପହରଣ ପରେ ହତ୍ୟା 

Sunil Chandra Nayak

ଦ୍ଵାରଶୁଣି ଘାଟି ରାସ୍ତାରେ ଗୋ ବୋଝେଇ କଣ୍ଟେନର ଦୁର୍ଘଟଣା ଗ୍ରସ୍ତ – ବହୁ ସଂଖ୍ୟାରେ ନିରିହ ଗୋରୁ ମୃତ

masiha

Leave a Comment

error: Content is protected !!