ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଗରଗାଫ ସ୍ଥିତ ଏକ ମୋବାଇଲ ଦୋକାନ ରେ କଳାକନା ବୁଲାଇଲେ ଚୋର, ଥାନାରେ ଏତଲା 

ଗରଗାଫ ସ୍ଥିତ ଏକ ମୋବାଇଲ ଦୋକାନ ରେ କଳାକନା ବୁଲାଇଲେ ଚୋର, ଥାନାରେ ଏତଲା 

କଳାହାଣ୍ଡି ଜିଲ୍ଲା କେଗାଁ ଥାନା ଗରଗାଫ ସ୍ଥିତ ଏକ ମୋବାଇଲ ଦୋକାନ ରୁ ସୋମବାର ବିଳମ୍ବିତ ରାତିରେ କଲାକନା ବୁଲାଇଲେ ଦୁର୍ବୁର୍ତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କା ମୋବାଇଲ। ସୂଚନା ଥାଉ କି ଉଚ୍ଚଲା ଗ୍ରାମର ଦୋକାନ ମାଲିକ ବିକାଶ ଭୋଇ ସୋମବାର ସନ୍ଧ୍ୟା ସମୟରେ ଦୋକାନ ତାଲା ଦେଇ ନିଜ ଗାଁ କୁ ଯାଇଥିବା ବେଳେ ସକାଳ ପାହିବାରୁ ତାଙ୍କ ମୋବାଇଲ ଦୋକାନ ରେ ଦୁର୍ବୁତ୍ତ କଳାକନା ବୁଲେଇଥିବା ଦେଖିବାକୁ ପାଇଥିଲେ। ଦୋକାନ ମାଲିକ ଚୋରି ନେଇ ମଙ୍ଗଳବାର ସକାଳ ୭ ଟା ରେ କେଗାଁ ଥାନା ରେ ଅଭିଯୋଗ ଦେବାପରେ ପୁଲିସ ଓ ସାଇଣ୍ଟିଫିକ ଟିମ ପହଞ୍ଚି ଘଟଣା ସ୍ଥଳକୁ ପହଞ୍ଚି ତଦନ୍ତ ଜାରିରଖିଥିଲେ।

ଢଗ ନାଏକ ଙ୍କ ରିପୋର୍ଟ୍ 

Related posts

କୂଅ ଭିତରୁ ବିବାହିତ ମହିଳା ଙ୍କ ମୃତ ଦେହ ଉଦ୍ଧାର…. ହତ୍ୟା ନା ଆତ୍ମହତ୍ୟା କାରଣ ଅପଷ୍ଟ

masiha

ସୁନ୍ଦରଗଡ କେ. ବଲାଙ୍ଗ୍ ଅଞ୍ଚଳରୁ ମାଓ ଅସ୍ତ୍ରଶସ୍ତ୍ର ପୁନରୁଦ୍ଧାର

Sunil Chandra Nayak

ବଜାର ମଝିରେ କାଠ ଫାଳିଆ ଆକ୍ରମଣ: ଯୁବକ ଗୁରୁତର ଆହତ, ଅଞ୍ଚଳରେ ଭୟର ପରିବେଶ

Sunil Chandra Nayak

Leave a Comment

error: Content is protected !!