ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଗଁଦିଆ ଅବକାରୀ ବିଭାଗର ମିଡିନାଇଟ  ଅପରେସନ , ଆକ୍ସନମୂଡ଼ରେ ଗଁଦିଆ ଅବକାରୀ ଇନ୍ସପେକ୍ଟର , ଜ୍ୟୋତି ନାଁ ଟା ମଦୁଆ ଙ୍କ ପାଇଁ କାଫି

ଜୋତି ରଞ୍ଜନ ସେନାପତି ବାବୁ ଗଁଦିଆ ଜଏନ କଲାଦିନୁ ମଦ ବେପାରୀଙ୍କ ହାଲତ ଟାଇଟ

ଗଁଦିଆ ବ୍ଲକର କାଶୀପୁର ପଞ୍ଚାୟତ ର ତଳକାଶିପୁର, ବ୍ରlହ୍ମଣି ନଦୀ କୁଦରେ ହଜାର ହଜାର ଦେଶି ମଦ ବେଆଇନ ଭାବେ ବହୁଦିନ ଧରି ରନ୍ଧା ହେଇ ଯାଜପୁର ତଥା ପାଖ ଜିଲ୍ଲା ମାନଙ୍କୁ ସପ୍ଲାୟ ହେଉଥିବା ବେଳେ ଏହା ଏତେ ବିଷାକ୍ତ ଯେ କେତେ ପରିବାର ଗାଁ ଦାଣ୍ଡରେ ବସିଲେଣି ତାର ହିସାବ ନାହିଁ । କିନ୍ତୁ ଜ୍ୟୋତି ବାବୁ ଙ୍କ ପାଇଁ ଏ ମିଡିନାଇଟ ଅପରେସନ ଥିଲା ବହୁ ରିସ୍କ ଫୁଲ । ତଥାପି ଜ୍ୟୋତି ବାବୁ ଲାଗିପଡ଼ିଥିଲେ ନିଜ କର୍ତ୍ତବ୍ୟ ପଥରେ ହିନ୍ଦୋଳ ଅବକାରୀ ବିଭାଗର ସନ୍ତୋଷ କୁମାର ସ୍ୱାଇଁ ଢେଙ୍କାନାଳ ଅବକାରୀ ଅଧିକାରୀ ଦେବଦାତନ ବିଶ୍ୱାଳ, ମୋବାଇଲ ସ୍କୁଆଡ଼, ସତିକା ବେସନ, ଏବଂ ଗଁଦିଆ ଅଗ୍ନିସମ, ବିଭାଗ ର ଷ୍ଟାଫ ମୋଟ 30ଜଣଙ୍କୁ ଧରି ଚଢ଼ାଉ କରାଯାଇଥିଲା। ଅପରେସନରେ,2000ଲିଟର ମହୁଲ ପୋଚ, 1000ଲିଟର ମଦ ଜବତ କରିଥିଲେ  ଏବଂ ସେହି ମଦକୁ ଘଟଣା ସ୍ଥଳ ରେ ପୋଡିଦେଇଥିଲେ, ଏବଂ ରନ୍ଧା ସାମଗ୍ରୀ , ଵେବହୁତ ହୋଇଥିବା ଡ୍ରମ ଅନ୍ୟନ୍ୟ ଜିନିଷ କୁ ପୋଡିଦେଇଥିଲେ।

ଢେଙ୍କାନାଳ ଗଁଦିଆ ରୁ ତାପସଦାସ ଙ୍କ ରିପୋର୍ଟ

Related posts

ପୋସ୍କୋ କେସ ମାମଲାର ଫେରାର ଅଭିଯୁକ୍ତ ଗିରଫ

Sunil Chandra Nayak

ସଂକଟାପନ୍ନ ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଆପୋଲୋ ଅଣାଗଲା। ହସ୍ପିଟାଲରେ ମୁଖ୍ୟମନ୍ତ୍ରୀନବୀନ ପଟ୍ଟନାୟକ

Sunil Chandra Nayak

ମଦ୍ୟପ ଯୁବକଙ୍କ ଉନ୍ମତ କାଣ୍ଡ, କୋଦାଳ ବୁଲାଇ ରାସ୍ତା ରୋକ କଲେ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort