ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନୂଆପଡା ଜିଲ୍ଲା ସାମ୍ବାଦିକ ଯୁଧିଷ୍ଠିର ପଟେଲ ସଡ଼କ ଦୁର୍ଘଟଣା ରେ ଆହତ

ନୂଆପଡା ଜିଲ୍ଲା ଖଡ଼ିଆଳ ଠାରେ ବାଇକ ମୁହଁ। ମୁହିଁ ଧକ୍କା ଫଳରେ ଦୁର୍ଘଟଣା ହୋଇଅଛି। ଏହି ଦୁର୍ଘଟଣା ରେ ଅର୍ଗସ ସାମ୍ବାଦିକ ଯୁଧିଷ୍ଠିର ପଟେଲ ଗୁରୁତର ଆହତ ହୋଇ ଥିବା ବେଳେ ତାଙ୍କୁ ଜିଲ୍ଲା ମୁଖ୍ୟ ସ୍ବାସ୍ଥ୍ୟକେନ୍ଦ୍ର ରେ ଚିକିତ୍ସିତ ହେଉଛନ୍ତି। ସିନାପାଲି ଠାରୁ ଖବର ସଂଗ୍ରହ କରି ଫେରୁ ଥିବା ବେଳେ ଖଡ଼ିଆଳ ଠାରେ ଏକ ବାଇକ ତାଙ୍କୁ ଧକ୍କା ଦେଇଥିଲା। ଯାହା ଫଳରେ ପଡି ଯାଇ ବିଭିନ୍ନ ସ୍ଥାନ ରେ ଆଘାତ ହୋଇ ବାମ ହାତ ଭାଙ୍ଗି ଯାଇଅଛି। ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ବର୍ଷା ଯୋଗୁଁ ନବରଙ୍ଗପୁର ଜିଲ୍ଲାର ପାପଡାହାଣ୍ଡି ବ୍ଲକ ର ଜନଜୀବନ ଅସ୍ତବ୍ୟସ୍ତ

Sunil Chandra Nayak

ଦଶମ ଟପର ହେଲେ ପୂର୍ଣତ୍ରୟା ପଧାନ

ଜଗନ୍ନାଥ ମନ୍ଦିରକୁ ରଥ ଦାନ କଲେ ଭକ୍ତ ଲାଲମନ

Sunil Chandra Nayak

Leave a Comment

error: Content is protected !!