ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଘୋଟିଆ ବ୍ରିଜ ଠାରେ ଗାଈ ଜଗୁଆଳି ଓ ବାଇକ ଙ୍କ ମଧ୍ୟରେ ଦୁର୍ଘଟଣା

ଗୋଳାମୁଣ୍ଡା/୨୮/୨/ମସିହା/ପୁଣି ଦୁର୍ଘଟଣା, ଧର୍ମଗଡ଼ ଓ ଗୋଳାମୁଣ୍ଡା ବିଜୁ ଏକ୍ସଫୋରୱେ ରାସ୍ତା ରେ ବାରମ୍ବାର ଦୁର୍ଘଟଣା ଦେଖିବାକୁ ମିଳୁଛି। ଗତ କାଲି ହଳଦୀ ପଞ୍ଚାୟତର ଘୋଟିଆ ଛକ ନିକଟରେ ଏକ ବାଇକକୁ ଟ୍ରକ ଧକା ଦେବାରୁ ବାଇକ ଚାଳକର ଗୋଡ଼ ଅଚଳ ହୋଇ ଥିବା ବେଳେ ଆଜି ପୁଣି ୫ଟା ସମୟରେ ଘୋଟିଆ ବ୍ରିଜ ନିକଟରେ ଆଉ ଏକ ଦୁର୍ଘଟଣା,ସୂଚନାରୁ ଏହି ଯେ ଲିମସେର ଗ୍ରାମର ଜଣେ ଯୁବକ ODO8P/5425,ପ୍ଲାଟିନା ଲାଲ ରଙ୍ଗର ମଟର ସାଇକେଲ ଯୋଗେ ଧର୍ମଗଡ଼ ଅଭିମୁଖେ ଯାତ୍ରା କରୁଥିବା ବେଳେ ଘୋଟିଆ ଗ୍ରାମର ଦିବାକର ଜାଲ(୭୦) ବ୍ରିଜ ନିକଟରେ ବସି ଥିବା ବେଳେ ବାଇକ ଚାଲକଙ୍କ ସହ ଦୁର୍ଘଟଣା ଘଟିଥିଲା ବୋଲି ଗ୍ରାମର ଅଲେଖ ଜାଲଙ୍କ ପ୍ରମୁଖ ଙ୍କ ପ୍ରକାଶ, ଗୋଳାମୁଣ୍ଡା ରୁ ଧର୍ମଗଡ଼ ଯାଉ ଥିବା ଏକ ବୋଲେର ଗାଡି ରେ ଦୁଇଜଣଙ୍କୁ ଧର୍ମଗଡ଼ ମେଡ଼ିକାଲ ପଠାଇ ଦିଆଯାଇଛି ବୋଲି ଶ୍ରୀ ଅଲେଖ ଜାଲ କହିଛନ୍ତି।

ଗୋଳାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ଙ୍କ ରିପୋର୍ଟ, ପ୍ରଗତିଶୀଳ ମସିହା

Related posts

ଆଦିବାସୀ ମହାବିଦ୍ଯାଳୟରେ +୩ ପ୍ରଥମ ପର୍ଯ୍ଯାୟ ନାମଲେଖା ଆରମ୍ଭ

Sunil Chandra Nayak

ପିଇବା ପାଣି ଦାବୀ ନେଇ ଲାଞ୍ଜିଗଡ଼ ବିଡ଼ିଓଙ୍କ ଦ୍ବାରସ୍ଥ ହେଲେ ଗ୍ରାମବାସୀ , ପାଣିଟାଙ୍କି ନିର୍ମାଣକୁ ବର୍ଷେ ପୂରିଲା କାର୍ଯ୍ୟକ୍ଷମ ହେଉନି

Sunil Chandra Nayak

ଛାତ୍ରୀ, ମହିଳା ଓ ଶିଶୁମାନଙ୍କ ଉପରେ ବଢ଼ୁଥିବା ନିର୍ଯ୍ୟାତନା ବିରୋଧରେ କନଭେନସନ

Sunil Chandra Nayak

Leave a Comment

error: Content is protected !!