ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଘୋଟିଆ ବ୍ରିଜ ଠାରେ ଗାଈ ଜଗୁଆଳି ଓ ବାଇକ ଙ୍କ ମଧ୍ୟରେ ଦୁର୍ଘଟଣା

ଗୋଳାମୁଣ୍ଡା/୨୮/୨/ମସିହା/ପୁଣି ଦୁର୍ଘଟଣା, ଧର୍ମଗଡ଼ ଓ ଗୋଳାମୁଣ୍ଡା ବିଜୁ ଏକ୍ସଫୋରୱେ ରାସ୍ତା ରେ ବାରମ୍ବାର ଦୁର୍ଘଟଣା ଦେଖିବାକୁ ମିଳୁଛି। ଗତ କାଲି ହଳଦୀ ପଞ୍ଚାୟତର ଘୋଟିଆ ଛକ ନିକଟରେ ଏକ ବାଇକକୁ ଟ୍ରକ ଧକା ଦେବାରୁ ବାଇକ ଚାଳକର ଗୋଡ଼ ଅଚଳ ହୋଇ ଥିବା ବେଳେ ଆଜି ପୁଣି ୫ଟା ସମୟରେ ଘୋଟିଆ ବ୍ରିଜ ନିକଟରେ ଆଉ ଏକ ଦୁର୍ଘଟଣା,ସୂଚନାରୁ ଏହି ଯେ ଲିମସେର ଗ୍ରାମର ଜଣେ ଯୁବକ ODO8P/5425,ପ୍ଲାଟିନା ଲାଲ ରଙ୍ଗର ମଟର ସାଇକେଲ ଯୋଗେ ଧର୍ମଗଡ଼ ଅଭିମୁଖେ ଯାତ୍ରା କରୁଥିବା ବେଳେ ଘୋଟିଆ ଗ୍ରାମର ଦିବାକର ଜାଲ(୭୦) ବ୍ରିଜ ନିକଟରେ ବସି ଥିବା ବେଳେ ବାଇକ ଚାଲକଙ୍କ ସହ ଦୁର୍ଘଟଣା ଘଟିଥିଲା ବୋଲି ଗ୍ରାମର ଅଲେଖ ଜାଲଙ୍କ ପ୍ରମୁଖ ଙ୍କ ପ୍ରକାଶ, ଗୋଳାମୁଣ୍ଡା ରୁ ଧର୍ମଗଡ଼ ଯାଉ ଥିବା ଏକ ବୋଲେର ଗାଡି ରେ ଦୁଇଜଣଙ୍କୁ ଧର୍ମଗଡ଼ ମେଡ଼ିକାଲ ପଠାଇ ଦିଆଯାଇଛି ବୋଲି ଶ୍ରୀ ଅଲେଖ ଜାଲ କହିଛନ୍ତି।

ଗୋଳାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ଙ୍କ ରିପୋର୍ଟ, ପ୍ରଗତିଶୀଳ ମସିହା

Related posts

ସରକାରଙ୍କ ୨ ବର୍ଷ ପୂର୍ତ୍ତି ଉତ୍ସବକୁ ସରପଞ୍ଚ ସଂଘର ବିରୋଧ, ବିଭିନ୍ନ ସମସ୍ୟା ନେଇ ବିଡିଓଙ୍କୁ ଦାବିପତ୍ର

Sunil Chandra Nayak

ଗୋପବନ୍ଧୁ ପାଠାଗାରରେ ଗୁରୁ ଦିବସ ପାଳନ ସହ ଅଜିତ ଦାସ ସ୍ମୃତି ସମ୍ମାନ ପ୍ରଦାନ

masiha

୫ଟି ସଚିବଙ୍କ ଥୁଆମୂଳ ରାମପୁର ବ୍ଳକ ଗସ୍ତ  , ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ପରିଦର୍ଶନ

Leave a Comment

error: Content is protected !!