ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦାବି ମୁତାବକ ରାଜ୍ୟ ସରକାର ଶିକ୍ଷକ ମାନଙ୍କ ପଦୋନ୍ନତି ସୀମାକୁ କମାଇ ଦେଇଥିବାରୁ  ଲକ୍ଷ୍ମୀପୁର ଶିକ୍ଷକ ସଂଗଠନ ତରଫରୁ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସଙ୍କୁ ଧନ୍ୟବାଦ ଜଣାଇଲେ

କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ପ୍ରାଥମିକ ଶିକ୍ଷକ ସଂଗଠନ ତରଫରୁ ଆଜି ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଏବଂ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସଙ୍କୁ ଧନ୍ୟବାଦ ଦେବା ନିମନ୍ତେ ଆଜି ଏକ୍ସ ବୋର୍ଡ଼ ପ୍ରାଥମିକ ବିଦ୍ୟାଳୟ ପ୍ରାଙ୍ଗଣରେ ଏକତ୍ରିତ ହୋଇ ରାଜ୍ୟ ସରକାର ନିକଟରେ ଶିକ୍ଷକ ମାନଙ୍କ ଯେଉଁ ପଦଉନ୍ନିତି ପାଇଁ ଯେଉଁ ସମୟ ସୀମାକୁ କମାଇ ଦେଇଥିବାରୁ ରାଜ୍ୟ ସାରା ସମସ୍ତ ଶିକ୍ଷକ ଖୁସି ହେବା ସହ ଜିଲ୍ଲା ସ୍ତରରେ ମଧ୍ୟ ରାଜ୍ୟ ସରକାରଙ୍କୁ ଧନ୍ୟବାଦ୍ ଦେବା ନିମନ୍ତେ ଆଞ୍ଚଳିକ ଶିକ୍ଷକ ସଂଘର ସଂପାଦକ ସୁରେନ୍ଦ୍ର କୁଲଦୀପ, ଜିଲ୍ଲା ଉପ ସଭାନେତ୍ରୀ ବୟଜନ୍ତୀ ମାଳା ଖୋସ୍ଲା, ଲକ୍ଷ୍ମୀପୁର ବ୍ଲକ ସଭାପତି ଦୟା ଗରଡ଼ା, ଶିକ୍ଷକ ବଳରାମ କନ୍ଦପାନ, ପ୍ରଦୀପ କୁମାର ଲିମା,ଇସାକା ୱ।ଡ଼େକା, ରମେଶ ଦରା ତ୍ରୀନାଥ, ପ୍ରମୁଖ ଉପସ୍ଥିତ ଥିଲେ।

ଗୌରୀ ପଟନାୟକ ଙ୍କ ରିପୋର୍ଟ 

Related posts

ଲକ୍ଷ୍ମୀ ପୂଜା ଅବସର ରେ ଅଷ୍ଟ ପ୍ରହର ନାମଯଜ୍ଞ ଅନୁଷ୍ଠିତ

masiha

ରାଇରଙ୍ଗପୁର ତହସିଲଦାରଙ୍କ ସରକାରୀ ଗୃହରେ ନାଗସାପ ଓ ଛୁଆ ଉଦ୍ଧାର

Sunil Chandra Nayak

ରାମଜୀପୁଟ ବସୁଧା ଯୋଜନାର ପିଇବା ପାଣି ଯୋଗାଣ ସଂପୂର୍ଣ୍ଣ ଠପ୍ ଯୋଗୁଁ ଉତ୍କ୍ଷିପ୍ତ ଗ୍ରାମବାସୀ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଓ ବ୍ଲକ ଅଧ୍ୟକ୍ଷାଙ୍କୁ ରଖିଲେ  ଅଟକ, ଅତି ଶୀଘ୍ର ସମାଧାନ କରିବା ପ୍ରତିଶ୍ରୁତି ପରେ ଦୁଇ ଜଣଙ୍କୁ ଛାଡିଲେ 

Sunil Chandra Nayak

Leave a Comment

error: Content is protected !!