ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାଣପୁର ବିଜ୍ଞାପିତ ଅଞ୍ଚଳପରିଷଦରେ ସ୍ୱଛତା କର୍ମଚାରୀଙ୍କୁ ସାଇକେଲ ବଣ୍ଟନ

ଵାଣପୁର:- ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁର ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ମିଟୁନାୟକଙ୍କ ଅଧ୍ୟକ୍ଷତାରେ ଏକ ସ୍ୱଛତା କାର୍ଯ୍ୟ, ମିଶନର ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ସମସ୍ତ ୱାଡର କାଉନସିଲର ଓ କାର୍ଯ୍ୟ ନିର୍ବାହୀ ଅଧିକାରୀ ଅବିନାଶ ମହାନ୍ତି ଙ୍କ ସମେତ ସ୍ୱଛତା ମିଶନର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ। ସରକାରଙ୍କ ତରଫରୁ ସ୍ୱଛତା ମିଶନରେ କାର୍ଯ୍ୟକରୁଥିବା କର୍ମଚାରୀ ମହିଳା ମାନଙ୍କୁ ଅଧ୍ୟକ୍ଷ ମିଟୁ ନାୟକ ୩୧ଟି ସାଇକେଲ ପ୍ରଦାନ କରିବା ସହ ଆଉ ସେମାନଙ୍କୁ ଘରୁ ଚାଲିଚାଲି ଆସିବାକୁ ପଡିବନାହିଁ ବୋଲି କହିଥିଲେ।।

ବାଣପୁର ରୁ ରାକେଶ ସାହୁଙ୍କ ରିପୋର୍ଟ ମସୀହା ନିୟୁଜ

Related posts

ଘାଟିରେ ପିକ ଅପ୍ ଭ୍ୟାନ ଓଲଟି ୩୩ ଆହତ ,୧୩ ଗୁରୁତର କୋରାପୁଟ ସ୍ଥାନାନ୍ତର 

Sunil Chandra Nayak

ରାୟଗଡା ବ୍ଳକ ସ୍ତରୀୟ ପ୍ରଥମ ବିଶ୍ଵ ଓଡିଆ ଭାଷା ସମ୍ମିଳନୀ ଅନୁଷ୍ଠିତ

masiha

ବିଶୋଇ ଅଂଚଳର‌ ଯୁଵ ସାମାଜିକ କର୍ମୀ ସୁଶାନ୍ତ ମହାନ୍ତି( ବାବୁଲି) ଙ୍କ ହୃଦଘାତ ମୃତ୍ୟୁରେ ବିଶୋଇରେ ଶୋକରେ ଛାୟା ; ଗଭୀର ଶ୍ରଦ୍ଧାଞ୍ଜଳୀ

masiha

Leave a Comment

error: Content is protected !!