ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଦିବାସୀ ପ୍ରତିଭା ସମ୍ମାନ ପାଇଲେ କର୍ଲ।କୋଟ ଗ୍ରାମର ଗୋପୀନାଥ ଶବର

ଚିଲିଗୁଡା ( ମ ନି ସ)  ଜୁନାଗଡ଼ ବ୍ଲକ ଅନ୍ତର୍ଗତ ବଣିଜରା ଗ୍ରାମ ପଞ୍ଚାୟତର କର୍ଲ।କୋଟ ଗ୍ରାମର ବରିଷ୍ଠ ଶିକ୍ଷାବିତ ତଥା ପ୍ରକୃତି ବନ୍ଧୁ ଗୋପୀନାଥ ଶବର ଗତ ୧ ତାରିଖ ଦିନ ଭୁବନେଶ୍ୱର ୟୁନିଟ ୧ ଆଦିବାସୀ ପ୍ରଦର୍ଶନୀ ପଡିଆ ଠାରେ ତାଙ୍କୁ ଆଦିବାସୀ ପ୍ରତିଭା ସମ୍ମାନ ୨୦୨୩ ରେ ପୁରସ୍କୃତ ଓ ସମ୍ମାନିତ କରାଯାଇଛି ।ଶ୍ରୀ ଶବର ଶିକ୍ଷକତା ଜୀବନରୁ ଅବସର ପରେ ସେ କୃଷି କାର୍ଯ୍ୟ ଓ ସମାଜସେବାରେ ମନ ଦେଇଥିଲେ । ଶ୍ରୀ ଶବର ଙ୍କ ଏହି ସଫଳତା ଯୋଗୁଁ ତାଙ୍କୁ ବିଭିନ୍ନ ଅନୁଷ୍ଠାନ ଏବଂ ଜନସାଧାରଣଙ୍କ ଠାରୁ ଶୁଭେଚ୍ଛା ଓ ଅଭିନନ୍ଦନ ର ସୁଅ ଝୁଟୁଛି ।

ସୁନ୍ଦର ମୋହନ ଛତ୍ରିଆ ,ଚିଲିଗୁଡା

Related posts

ରୁପାନ୍ତରିତ ଓଡ଼ିଶା ସଚେତନତl କାର୍ଯ୍ୟକ୍ରମ କରୁଛନ୍ତି ଜିଲ୍ଲାର ଲୋକକଳା କଳାକାର 

masiha

ଅଗ୍ନିଗଙ୍ଗାମା ପୂଜାରେ ଠକର ଅଭିନବ ଉପାୟ ରେ ଭିକ୍ଷାବୃତି କରି ରୋଜଗାର

Sunil Chandra Nayak

ବିଂଝାରପୁର ବ୍ଲକ୍ କାର୍ଯ୍ଯାଳୟ ଠାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର

masiha

Leave a Comment

error: Content is protected !!