ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଦିବାସୀ ପ୍ରତିଭା ସମ୍ମାନ ପାଇଲେ କର୍ଲ।କୋଟ ଗ୍ରାମର ଗୋପୀନାଥ ଶବର

ଚିଲିଗୁଡା ( ମ ନି ସ)  ଜୁନାଗଡ଼ ବ୍ଲକ ଅନ୍ତର୍ଗତ ବଣିଜରା ଗ୍ରାମ ପଞ୍ଚାୟତର କର୍ଲ।କୋଟ ଗ୍ରାମର ବରିଷ୍ଠ ଶିକ୍ଷାବିତ ତଥା ପ୍ରକୃତି ବନ୍ଧୁ ଗୋପୀନାଥ ଶବର ଗତ ୧ ତାରିଖ ଦିନ ଭୁବନେଶ୍ୱର ୟୁନିଟ ୧ ଆଦିବାସୀ ପ୍ରଦର୍ଶନୀ ପଡିଆ ଠାରେ ତାଙ୍କୁ ଆଦିବାସୀ ପ୍ରତିଭା ସମ୍ମାନ ୨୦୨୩ ରେ ପୁରସ୍କୃତ ଓ ସମ୍ମାନିତ କରାଯାଇଛି ।ଶ୍ରୀ ଶବର ଶିକ୍ଷକତା ଜୀବନରୁ ଅବସର ପରେ ସେ କୃଷି କାର୍ଯ୍ୟ ଓ ସମାଜସେବାରେ ମନ ଦେଇଥିଲେ । ଶ୍ରୀ ଶବର ଙ୍କ ଏହି ସଫଳତା ଯୋଗୁଁ ତାଙ୍କୁ ବିଭିନ୍ନ ଅନୁଷ୍ଠାନ ଏବଂ ଜନସାଧାରଣଙ୍କ ଠାରୁ ଶୁଭେଚ୍ଛା ଓ ଅଭିନନ୍ଦନ ର ସୁଅ ଝୁଟୁଛି ।

ସୁନ୍ଦର ମୋହନ ଛତ୍ରିଆ ,ଚିଲିଗୁଡା

Related posts

କଳାକାର ମାନେ ସମାଜ ସଂସ୍କାରକ ହେତୁ ଆବଜ୍ଞାର ପାତ୍ର ନୁହଁ : ବରିଷ୍ଠ କଳାକାର ସଂଘ 

Sunil Chandra Nayak

କାର କୁ ବଞ୍ଚାଇବାକୁ ଯାଇ ଯାତ୍ରୀବାହୀ ବସ ଦୁର୍ଘଟଣା : ଅଳ୍ପକେ ବର୍ତିଲେ ୪୦ ରୁ ଉର୍ଦ୍ଧ ଯାତ୍ରୀ 

Sunil Chandra Nayak

ସୁସ୍ଥ ହେଲା ଦନ୍ତା ହାତୀ

Leave a Comment

error: Content is protected !!