ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଛାଇ

                     ଛାଇ

   _*ପ୍ରଫୁଲ୍ଲ ଚନ୍ଦ୍ର ପାଢ଼ୀ

ଟିକେ ଛାଇ…

 ଜୀବନ କୁ କୋଳେଇ ନେବା ର ପ୍ରୟାସ…॥

୪୩) ମଣିଷ ଜନମ ଅଟଇ ଶ୍ରେଷ୍ଠ 

      ପାଇଚୁ ବୋଲି ଗର୍ବ କର

       ମଣିଷ ଭଳି କର ଆଚରଣ

       ନ ହେଲେ ଯେ ସବୁ ଅସାର ।

୪୪) ଶାସ୍ତ୍ର ବିଧି କୁ ତ୍ୟାଗ କରି

    ଯିଏ ହୁଏ ସ୍ୱେଚ୍ଛାଚାରୀ

      ସିଏ ପାଏନି ସୁଖ ଶିରୀ

       ପାଏନି ପରମ ଗତି।

_________

କୋଲନରା, ରାୟଗଡ଼ା ଜିଲ୍ଲା

Related posts

କୃଷି ଅଧିକାରୀଙ୍କ କ୍ଷେତ୍ର ପରିଦର୍ଶନ

Sunil Chandra Nayak

ବଢ଼ି ଚାଲିଛି ଲୁଟ ର ରାଜ , ପୋଲିସ ପ୍ରଶାସନ କୁ ଖାତିର ନାହିଁ

Sunil Chandra Nayak

ସାମ୍ୱାଦିକ ଙ୍କ ଗୋଡ ରେ ବେଡି ଘଟଣା ବିରୁଦ୍ଧ ରେ କଳାହାଣ୍ଡି ଜିଲ୍ଲା ସାମ୍ବାଦିକ ଫୋରମ୍ ପକ୍ଷରୁ ଜିଲ୍ଲାପାଳଙ୍କ ଜରିଆରେ ଦାବି ପତ୍ର ପ୍ରଦାନ

Sunil Chandra Nayak

Leave a Comment

error: Content is protected !!