ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଛାଇ

                     ଛାଇ

   _*ପ୍ରଫୁଲ୍ଲ ଚନ୍ଦ୍ର ପାଢ଼ୀ

ଟିକେ ଛାଇ…

 ଜୀବନ କୁ କୋଳେଇ ନେବା ର ପ୍ରୟାସ…॥

୪୩) ମଣିଷ ଜନମ ଅଟଇ ଶ୍ରେଷ୍ଠ 

      ପାଇଚୁ ବୋଲି ଗର୍ବ କର

       ମଣିଷ ଭଳି କର ଆଚରଣ

       ନ ହେଲେ ଯେ ସବୁ ଅସାର ।

୪୪) ଶାସ୍ତ୍ର ବିଧି କୁ ତ୍ୟାଗ କରି

    ଯିଏ ହୁଏ ସ୍ୱେଚ୍ଛାଚାରୀ

      ସିଏ ପାଏନି ସୁଖ ଶିରୀ

       ପାଏନି ପରମ ଗତି।

_________

କୋଲନରା, ରାୟଗଡ଼ା ଜିଲ୍ଲା

Related posts

କନକପଡା ରେ ନଲକୂପ ଅଚଳ, ଲୋକେ ବ୍ୟାକୁଳ

Sunil Chandra Nayak

ପୁଃନ ନିଯୁକ୍ତି ଦାବିରେ ବିଇଓ ଙ୍କୁ ପ୍ରେରକ ସଂଘର ଦାବୀ ପତ୍ର

Sunil Chandra Nayak

ରସାୟନ ବିଜ୍ଞାନ ବିଭାଗରେ ସେମିନାର

Sunil Chandra Nayak

Leave a Comment

error: Content is protected !!