ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପଦଯାତ୍ରା କରି ଘର ଘର ବୁଲି ସମସ୍ୟା ବୁଝିଲେ ବିଧାୟକ 

ବାଲେଶ୍ଵର,୧୧/୧୦/୨୨- ବାଲେଶ୍ଵର  ଜିଲ୍ଲା ଖଇରା ବ୍ଲକର ମାଖନପୁର , କୁରୁଣ୍ଟା ଓ ଜଳଦା ପଂଚାୟତର ବିଭିନ୍ନ ଗ୍ରାମକୁ ପଦଯାତ୍ରା କରି ସାଧାରଣ ଜନତାଙ୍କର ସମସ୍ୟା ବୁଝିଲେ ବିଧାୟକ ଜ୍ଯୋତିପ୍ରକାଶ ପାଣିଗ୍ରାହୀ । ଦୀର୍ଘ ଆଠ ବର୍ଷ ଧରି ଖଇରା-ସିମୁଳିଆକୁ ନେଇ ଗଠିତ ସିମୁଳିଆ ନିର୍ବାଚନ ମଣ୍ଡଳିର ବିକାଶ କରିଚାଲିଛନ୍ତି । ଆଗାମୀ ଦିନରେ ଆହୁରି ଅଧିକ ବିକାଶ କିପରି ହୋଇପାରିବ ସେଥିପାଇଁ ପ୍ରଚେଷ୍ଟା ମଧ୍ୟ ଜାରି ରହିବ ବୋଲି ଜନସାଧାରଣଙ୍କ ପ୍ରତିଶ୍ରୁତି ଦେଇଛନ୍ତି । ମାଖନପୁର ପଂଚାୟତର ଖରିଦା, କୁରୁଣ୍ଟା ପଂଚାୟତର ବାରିଙ୍ଗିଆ ଓ ଜଳଦା ପଂଚାୟତର ସମ୍ପେଇ ଠାରେ ବିଧାୟକ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ବିଭିନ୍ନ ଲୋକାଭିମୁଖୀ ଯୋଜନା ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରାଇଥିଲେ । ଏହି ଅବସରରେ ମାଖନପୁର ସରପଞ୍ଚ, ସମିତି, ସଭ୍ୟ ଓ ପଂଚାୟତ ସଭାପତି ଅନାଦିରଞ୍ଜନ ଦାଶ, ଜଳଦା ପଞ୍ଚାୟତର ସରପଞ୍ଚ ଗୀତାଞ୍ଜଳି ବେହେରା, ସମିତି ସଭ୍ୟ ରମାକାନ୍ତ ମହାନ୍ତି, କୁରୁଣ୍ଟା ପଞ୍ଚାୟତର ଜିଲ୍ଲା ପରିଷଦ ସଭ୍ୟ ମାନସ ଦାଶ, ଶ୍ୟାମସୁନ୍ଦରପୁରୁ ପଞ୍ଚାୟତର ସମିତି ସଭ୍ୟ ରବିନ୍ଦ୍ର ମହାନ୍ତି, ଖଇରା ବ୍ଲକ ଉପାଧ୍ୟକ୍ଷ ଗଜେନ୍ଦ୍ର ପରିଡା, ୪ ନମ୍ବର ଜୋନର ଜିଲ୍ଲା ପରିଷଦ ରଶ୍ମିତା ମହାପାତ୍ର, ସାରକୋଣା ପଞ୍ଚାୟତର ସରପଞ୍ଚ ସୁଶାନ୍ତ କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ବିକାଶ କ୍ଷେତ୍ରରେ ରାଜନୀତି ନ କରିବା ପାଇଁ ଜନସାଧାରଣଙ୍କୁ ବିଧାୟକ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ପରାମର୍ଶ ଦେଇଥିଲେ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ସରକାର ଙ୍କ ବର୍ଷାଜଳ ସଂରକ୍ଷଣ ଚିନ୍ତା

Sunil Chandra Nayak

ଭୂବନ ରେ ପ୍ରସିଦ୍ଧ ବଳଦ ଯାତ୍ରା ଅନୁଷ୍ଠିତ

Sunil Chandra Nayak

ମହା ଆଡ଼ମ୍ବରରେ ପାଳିତ ହେଲା ପ୍ରଭୁ ବାଆଦୀ ଠାକୁରଙ୍କ ବାର୍ଷିକ ଦଶହରା ପର୍ବ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort