ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ମହୁଲଖୋଳି ଗ୍ରାମରରେ ଧୂମଧାମରେ ପାଳିତ ହେଉଛି ଅଷ୍ଟପହରୀ ନାମଯଂଜ୍ଞ  

ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ଅନ୍ତର୍ଗତ ମହୁଲଖୋଳି ଗ୍ରାମରେ ଆଜି ବଡ଼ ଧୂମଧାମରେ ଅଷ୍ଟପ୍ରହରୀ ନାମ ଯଜ୍ଞ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ବୁଧୁବାର କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଥିଲା l ସ୍ଥାନୀୟ ପୋଖରୀ ତଟରେ ପୂଜାର୍ଚ୍ଚନା କରାଯିବା ପରେ ଜଳପୃଣ୍ଣ କଳସ ଧରି ଶୋଭାଯାତ୍ରାରେ ଆସି ନାମଯଂଜ୍ଞ ସ୍ଥଳରେ କଳସ ସ୍ଥାପନ କରିଥିଲେ l ଅଧିବାସ ପୂଜା ପରେ ନାମ ଯଂଜ୍ଞ ଆରମ୍ଭ ହୋଇଥିଲା l ଏଥିରେ ଆଖ ପାଖ ଗ୍ରାମରୁ ଶତାଧିକ ଭକ୍ତ ସମାଗମ ହେବାସହିତ 10 ଟି ଗ୍ରାମରୁ ନାମ ସଂକ୍ରିତନ ମଣ୍ଡଳୀ ଆସିବା ସହ ଏହି ମେଳ। ରେ ମହିଳା ଓ କିଛି କୁନି କୁନି ପ୍ରତିଭା ସଂକୀର୍ତ୍ତନ କରିବାର ଦେଖିବାକୁ ମିଳିଥିଲା l ଉକ୍ତ କାଯ୍ୟକ୍ରମରେ ଦୀର୍ଘ ବର୍ଷ ଧରି ଗୌରୀପ୍ରେମୀ ଦିଲ୍ଲୀପ ଦେହୁରୀଙ୍କ ନେତୃତ୍ୱରେ ଅଷ୍ଟପହରୀ ନାମଯଂଜ୍ଞ ଚାଲୁରହିଛି l ଆଜି ଗ୍ରାମରେ ନଗରପରିକ୍ରମା କରିବା ସହ ସନ୍ଧ୍ୟା ସମୟରେ ପ୍ରସାଦସେବନ ଚାଲୁରହିବ l

ଢେଙ୍କାନାଳ  ଗଁଦିଆ ରୁ ତାପସ ଦାସ ଙ୍କ ରିପୋର୍ଟ 

Related posts

ରାଇରଙ୍ଗପୁର ସହରର ଗଢ ଗ୍ରାମର ଓଁ ଶ୍ରୀ ଶ୍ରୀ ଐଶ୍ବାନେଶ୍ବୟ ମହାଦେବ ମନ୍ଦିର ପୁନଃ ନିର୍ମାଣ ୫ ଦିବସୀୟ ପ୍ରତିଷ୍ଠା ଉତ୍ସବ ଆସନ୍ତା ଫେବୃୟାରୀ ୧୯ ରୁ ୨୩ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବା ନେଇ ସୂଚନା 

masiha

ଶ୍ରୀ ଗୁଣ୍ଡିଚା ମନ୍ଦିର ପ୍ରତିଷ୍ଠା 

masiha

ନାଗଭଣ ଗ୍ରାମ ରାଧାକୃଷ୍ଣ ମନ୍ଦିରରେ ଗୁରୁପୂର୍ଣ୍ଣିମା ମହାସମାରୋହରେ ଅନୁଷ୍ଠିତ 

masiha

Leave a Comment

error: Content is protected !!