ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସ୍କୁଟି ସହ ସାଇକେଲ ଧକ୍କା;ସ୍କୁଟି ଚାଳକ ଗୁରୁତର

ମୟୂରଭଞ୍ଜ ୦୩/୦୩/୨୩ (ମସିହା) ଆଜି ସଂନ୍ଧ୍ୟା ସମୟରେ ରାଇରଙ୍ଗପୁର ପୌରାଞ୍ଚଳ ଅନ୍ତର୍ଗତ ମହୁଲଡିହାଠାରେ ଅଁଳାଡୁବାର ମନ୍ମଥ ସାହୁ(ଜଗନ୍ନାଥ) (୬୦) ସ୍କୁଟିରେ ଯାଉଥିବା ବେଳେ ସାଇକେଲ ସହ ଧକ୍କା ହୋଇଥିଲା ।ସାଇକେଲ ଚାଳକ ଅଳ୍ପକେ ବର୍ତ୍ତି ଯାଇଥିବାବେଳେ ସ୍କୁଟି ଚାଳକ ମନ୍ମଥ ଗୁରୁତର ହୋଇ ରାଇରଙ୍ଗପୁର ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ପରେ ପରିସ୍ଥିତି ଗୁରୁତର ଯୋଗୁଁ ତାଙ୍କୁ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ହସ୍ପିଟାଲ ସ୍ଥାନାନ୍ତରିତ କରାଯାଇଛି ।ସେ ଜଣେ ଅବସରପ୍ରାପ୍ତ ପୌରାଞ୍ଚଳ ଜନସ୍ବାସ୍ଥ୍ୟ କର୍ମଚାରୀ ଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ବିଜୁ ଜୟନ୍ତୀ ଓ ସାସ୍କୃତିକ ମହୋତ୍ସବ ର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ

masiha

ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ପକ୍ଷରୁ ସଂଗ୍ରାମୀ ସାରଙ୍ଗଧର ଦାସଙ୍କୁ ଶ୍ରଦ୍ଧାଂଜଳି ଅର୍ପଣ 

masiha

ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ! ପ୍ରେମିକ ଶୋଇବା ଘରୁ ପ୍ରେମୀ ଯୁଗଳଙ୍କ ମୃତଦେହ ଉଦ୍ଧାର କଲା ପୋଲିସ

masiha

Leave a Comment

error: Content is protected !!