ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

ସହଦେବ ପରିଡ଼ା ଙ୍କ = ଜଣାଣ

  = ଜଣାଣ =

 ସହଦେବ ପରିଡ଼ା

ଆସ ହେ କାଳିଆ ଦିଅଁ ଘେନ ପ୍ରଣାମ
ତୁମ ଦୁଆରେ ଠିଆ ହୋଇ କରେ ଜଣାଣ,ହେ,,, କାଳିଆ ଦିଅଁ।
ଜଣା ନାହିଁ ମନ୍ତ୍ର ପାଠ ପୂଜାର୍ଚ୍ଚନା
ଭାବରେ ଡାକଇ ଆସ କାଳିଆ ସୁନା
ଜଣା ନାହିଁ ଭକ୍ତି ମୋତେ ମାଗେ କରୁଣା,,,,,ହେ,,,, କାଳିଆ ଦିଅଁ।।
ସଂସାର ସାଗରରେ ତୁମେ ଏକା ଭରସା
ତୁମକୁ କରିଛି ପ୍ରଭୁ ପରା ମୁଁ ଆଶ୍ରା
ତୁମେ ମୋର ମାତା,ପିତା ବଂଧୁ ସୋଦର
ନକରିଵ ପଭୁ ମୋତେ କେଭେଁ ହେଁ ଦୂର
ହେ,,,ମୋ,,କାଳିଆ ଦିଅଁ।।
ଦେଖା ଦିଅ ଦେଖା ଦିଅ ହେ କଳା କୃଷ୍ଣ
ସକଳ ଭୂତରେ ତୁମେ ପରା ପ୍ରକାଶ
ନର ନାରାୟଣ ରୂପେ ଦେଇ ଦର୍ଶନ
ଏ ଅଧମ ମନସ୍କାମନା କର ପୂରଣ ହେ,,,
କାଳିଆ ଦିଅଁ,,,,।।

କୋଷା ଗୁମୁଡ଼ା , ନବରଙ୍ଗପୁର 

Related posts

ତ୍ରିଲୋଚନ ପାଢ଼ୀ ଙ୍କ କବିତା ଏତ ପ୍ରଚାର ପ୍ରସାର ଯୁଗ

Sunil Chandra Nayak

ମାମି ପାତ୍ର ଙ୍କ କବିତା __ ଶୀତ __

Sunil Chandra Nayak

ଜଗଜ୍ୱିବନ ସା ଙ୍କ କବିତା = ଧ୍ବଂସ ମୁଖୀ ମାନବ

Sunil Chandra Nayak

Leave a Comment

error: Content is protected !!