ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ବିଜୁ ଜୟନ୍ତି ଉପଲକ୍ଷେ କାମାକ୍ଷାନଗରରେ ସାଇକେଲ ଶୋଭାଯାତ୍ରା

କାମାକ୍ଷାନଗର (ମନିସ )6/3/23 ଢେଙ୍କାନାଳ ଜିଲ୍ଲା ର କାମାକ୍ଷାନଗର ରେ ଆଜି ପ୍ରବାଦ ପୁରୁଷ ବିଜୁ ପଟନାୟକଙ୍କ ୧୦୭ ତମ ଜୟନ୍ତି ଅବସରରେ ସାରା ରାଜ୍ୟରେ ବିଭିନ୍ନ ଲୋକାଭିମୂଖି କାର୍ଯ୍ୟକ୍ରମ ଜାରି ରହିଥିବା ବେଳେ ଆଜି ଢେ଼ଙ୍କାନାଳ ଜିଲ୍ଲା କାମାକ୍ଷାନଗର ଠାରେ ଦଳିୟ କାର୍ଯ୍ୟାଳୟ ଠାରୁ ନଗପାଳ ଧର୍ମାନନ୍ଦ ପରିଡାଙ୍କ ନେତୃତ୍ବରେ ଶତାଧିକ ଦଳିୟ କର୍ମି ଏକ ବିରାଟ ସାଇକେଲ ଶୋଭାଯାତ୍ରା ସହର ପରିକ୍ରମା କରିବା ପରେ ବସଷ୍ଟାଣ୍ଡ ଠାରେ ବିଜୁପଟନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ।ପରେ କାମାକ୍ଷାନଗର ମେଡିକାଲରେ ଚିକିତ୍ସିତ ହେଉଥିବା ରୋଗି ମାନଙ୍କୁ ଫଳ ବଣ୍ଟନ କରିଥିଲେ ଦଳିୟ ନେତା ଓ କର୍ମି ମାନେ।ଅପରାହ୍ନରେ ଭୂବନ ବୁଦ୍ଧେଶ୍ବର ମନ୍ଦିର ଠାରେ ବିରାଟ ସମାବେଶ ଅନୁଷ୍ଠିତ ହେବା ନେଇ ଦଳ ତରଫରୁ ସୂଚନା ଦିଆଯାଇଛି।

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ବିଜେପି ରୁ ପ୍ରାର୍ଥୀପତ୍ର ଦାଖଲ କଲେ ଜୁନାଗଡ଼ ବିଧାନସଭା ପ୍ରାର୍ଥୀ ମନୋଜ ମେହେର

masiha

ରାଇରଙ୍ଗପୁରରେ ହଜାର ହଜାର ସମର୍ଥକଙ୍କ ସହ ଆସି ଦୁଇ ବିଜେପି ପ୍ରାର୍ଥୀ ଜଲେନ ବାର୍ଦା ଏବଂ ଭାଦଵ ହାଁସଦା ଙ୍କ ନାମାଙ୍କନ ପତ୍ର ଦାଖଲ

masiha

ପରଜଙ୍ଗ ରେ ମୋହା ସମାରହରେ ଗାନ୍ଧୀ ଜୟନ୍ତୀ ପାଳନ

masiha

Leave a Comment

error: Content is protected !!