ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ବିଜୁ ଜୟନ୍ତି ଉପଲକ୍ଷେ କାମାକ୍ଷାନଗରରେ ସାଇକେଲ ଶୋଭାଯାତ୍ରା

କାମାକ୍ଷାନଗର (ମନିସ )6/3/23 ଢେଙ୍କାନାଳ ଜିଲ୍ଲା ର କାମାକ୍ଷାନଗର ରେ ଆଜି ପ୍ରବାଦ ପୁରୁଷ ବିଜୁ ପଟନାୟକଙ୍କ ୧୦୭ ତମ ଜୟନ୍ତି ଅବସରରେ ସାରା ରାଜ୍ୟରେ ବିଭିନ୍ନ ଲୋକାଭିମୂଖି କାର୍ଯ୍ୟକ୍ରମ ଜାରି ରହିଥିବା ବେଳେ ଆଜି ଢେ଼ଙ୍କାନାଳ ଜିଲ୍ଲା କାମାକ୍ଷାନଗର ଠାରେ ଦଳିୟ କାର୍ଯ୍ୟାଳୟ ଠାରୁ ନଗପାଳ ଧର୍ମାନନ୍ଦ ପରିଡାଙ୍କ ନେତୃତ୍ବରେ ଶତାଧିକ ଦଳିୟ କର୍ମି ଏକ ବିରାଟ ସାଇକେଲ ଶୋଭାଯାତ୍ରା ସହର ପରିକ୍ରମା କରିବା ପରେ ବସଷ୍ଟାଣ୍ଡ ଠାରେ ବିଜୁପଟନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ।ପରେ କାମାକ୍ଷାନଗର ମେଡିକାଲରେ ଚିକିତ୍ସିତ ହେଉଥିବା ରୋଗି ମାନଙ୍କୁ ଫଳ ବଣ୍ଟନ କରିଥିଲେ ଦଳିୟ ନେତା ଓ କର୍ମି ମାନେ।ଅପରାହ୍ନରେ ଭୂବନ ବୁଦ୍ଧେଶ୍ବର ମନ୍ଦିର ଠାରେ ବିରାଟ ସମାବେଶ ଅନୁଷ୍ଠିତ ହେବା ନେଇ ଦଳ ତରଫରୁ ସୂଚନା ଦିଆଯାଇଛି।

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

କର୍ଣ୍ଣାଟକ ନିର୍ବାଚନ – ଗୁପ୍ତ ଭାବେ ଗଛରେ ରଖା ଯାଇଥିବା ଏକ କୋଟି ଟଙ୍କା ଆଇ ଟି ବିଭାଗ ଦ୍ଵାରା ଜବତ

Sunil Chandra Nayak

ବ୍ରହ୍ମପୁର ମଣ୍ଡଳ ସ୍ତରୀୟ ନାରୀ ଶକ୍ତି ବନ୍ଦନ ଅଧିନିୟମ ର କଂଗ୍ରେସ,ବି ଜେ ଡି ବିରୋଧୁ ରେ ପ୍ରତିବାଦ ସଭାଯାତ୍ରା

Sunil Chandra Nayak

ପ୍ରଦେଶ କଂଗ୍ରେସ କମିଟି ସମ୍ପାଦିକା ଭାବେ ମନୋନୀତ ହେଲେ ପି.ନାଗାରତ୍ନମ

masiha

Leave a Comment

error: Content is protected !!