ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ପଂଚାୟତ ରାଜ ଦିବସକୁ ଭ୍ରଷ୍ଟାଚାର ଦିବସ ଭାବେ ପାଳନ କରୁଛି କାମାକ୍ଷାନଗର ବିଜେପି

କାମାକ୍ଷାନଗର (ମନିସ )6/3/23 କାମାକ୍ଷାନଗର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିଜେପି ପକ୍ଷରୁ ଆଜି କଳାପଟି ବାନ୍ଧି ଶାନ୍ତି ପୂର୍ଣ୍ଣ ଭାବେ ପ୍ରତିବାଦ ସଭା କରଯାଇଥିଲା ।ବିଜେଡି ସରକାରଙ୍କ ଶାସନରେ ବିପର୍ଯ୍ୟସ୍ତ ପଂଚାୟତ ରାଜ ବ୍ୟବସ୍ଥା ,ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି, ରାସନ କାର୍ଡ ଦୁର୍ନୀତି, ପାଇଖାନା ଦୁର୍ନୀତି, ଅର୍ଥ କମିଶନ ଟଙ୍କା ହଡପ ଦୁର୍ନୀତିପ୍ରତିବାଦରେ କାମାକ୍ଷାନଗର ବ୍ଲକକାର୍ଯ୍ୟାଳୟ ସମ୍ମୁଖରେ ପଂଚାୟତରାଜ ଦିବସକୁ ବିଜେପି ଭ୍ରଷ୍ଟାଚାର ଦିବସ ରୂପେ ପାଳନ କରୁଛି।କାମାକ୍ଷାନଗର ବ୍ଲକ ବିଜେପି ସାଧାରଣ ସମ୍ପାଦକ ସରୋଜ କାନ୍ତ ବେହେରା ଙ୍କ ନେତୃତ୍ୱରେ ସମସ୍ତ ୮ଗୋଟି ମଣ୍ଡଳରସଭାପତି, ସଂପାଦକ ଓ ବିଜେପି କର୍ମୀମାନେ ହାତରେ କଳାପଟି ବାନ୍ଧି ଶାନ୍ତିପୂର୍ଣ୍ଣ ଭାବେ ପ୍ରତିବାଦ କରିଥିଲେ।

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ନିର୍ବାଚନ ମଣ୍ଡଳୀ ସ୍ତରୀୟ କଂଗ୍ରେସ ପରିବାର ପକ୍ଷରୁ ବନ୍ଧୁ ମିଳନ

Sunil Chandra Nayak

କେସିଙ୍ଗା ରେ ଦିବଂଗତ ସ୍ଵାସ୍ଥ୍ୟ ମନ୍ତ୍ରୀ ନବ ଦାସ ଙ୍କ ବିୟୋଗରେ ଶୋକସଭା

Sunil Chandra Nayak

ବିଜେଡ଼ି ରେ ସାମିଲ ହେଲେ ୫ ଟି ଗାଁର ସମସ୍ତ ଗ୍ରାମବାସୀ

masiha

Leave a Comment

error: Content is protected !!