ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଖଡ଼ିଆଳ ବିଧାୟକ କାର୍ଯ୍ୟାଳୟ ସମ୍ମୁଖରେ ରଙ୍ଗର ପର୍ବ ହୋଲି ପାଳିତ

ନୂଆପଡା ଜିଲ୍ଲା ଖଡ଼ିଆଳ ସହର ମଧ୍ୟରେ ଥିବା ଖଡ଼ିଆଳ ବିଧାୟକ କାର୍ଯ୍ୟାଳୟ ସମ୍ମୁଖରେ ପାଳିତହୋଇଛି ରଙ୍ଗର ପର୍ବ ହୋଲି ପାଳନ ହୋଇଯାଇଅଛି। ବିଧାୟକ କାର୍ଯ୍ୟାଳୟ ସମ୍ମୁଖରେ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ ଯୋଗ ଦେଇ ବିଭାଗୀୟ ଅଧିକାରୀ, ସଚେତନ ନାଗରିକ, କର୍ମଚାରୀ ମାନେ ସାମିଲ ହୋଇଥିଳେ। ଏକକାର ଭାବନା ଜାଗ୍ରତ, ବନ୍ଧୁତ୍ବ ମିଲନର ପର୍ବ ଅଟେ ବୋଳି ବିଧାୟକଙ୍କ ଦୃଢ଼କ୍ତି ପ୍ରକାଶ କରିଛନ୍ତି। ଏହି ପର୍ବ ଜୀବନର ସପ୍ତରଙ୍ଗ ରେ ରଙ୍ଗୀନ ହୋଇ ରଙ୍ଗର ବିଶେଶ୍ଵତ, ଅନୁଭୂତି କୁ ବର୍ଣ୍ଣନା କରିଥାଏ। ରାଗ ରୋଷ, ବାଦ ବିବାଦ ର ଅବସାନ ଘଟାଇ ସପ୍ତ ରଙ୍ଗରେ ସମସ୍ତେ ଏକକାର ହୋଇଥାନ୍ତି। ଏହି ଅଵସରରେ ଖଡ଼ିଆଳ ବିଡ଼ିଓ ବେହେରା, ବରିଷ୍ଠ ସାମ୍ବାଦିକ ଅଜିତ ପଣ୍ଡା,ତପନ ରଞ୍ଜନ ଦାଶ, ଆଇନଜୀବୀ ଚିତ୍ତରଞ୍ଜନ ସିଂ ଦେଓ,ଆଇନଯିବି ଭବେଶ ପାଣିଗ୍ରାହୀ, ଆଦିତ୍ୟ ମହାପାତ୍ର , ସତପାଲ ସିଂ ଛାବଡା, ସନ୍ତୋଷ ପଟ୍ଟନାୟକ, ସଞ୍ଜୁ ନାଏକ,ସବ୍ୟସାଚୀ ପାଢ଼ୀ,ପ୍ରଦୀପ କୁମାର ମହାନା ପ୍ରମୁଖ ଉପସ୍ଥିତ ଥିଲେ ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଚାଷୀଙ୍କ ଆଖିରେ ପିଆଜ ଲୁହ ନା ଅଛି ଶୀତଳ ଭଣ୍ଡାର, ନା ଅଛି ବଜାର ବ୍ୟବସ୍ଥା, ବର୍ଷା ଓ କୁଆପଥର ମାଡ଼ରେ ଘାଇଲା ହେଲେ ପିଆଜ ଚାଷୀ 

ଵହଳଦାରେ ବିଶୁଦ୍ଧ ପାନୀୟ ଜଳ ପ୍ରକଳ୍ପ ପ୍ରତିଷ୍ଠା

masiha

ନାମ୍ପୋ ପଞ୍ଚାୟତ ଜଳମଗ୍ନ,ହାଇସ୍କୁଲ ଓ ହାଟ ନିକଟରେ ଲଘୁଚାପ ଜନିତ ବର୍ଷା ଯୋଗୁଁ ଉତ୍କଟ ବନ୍ୟା ପରିସ୍ଥିତି,ଜଳେଶ୍ଵର ତହସିଲଦାରଙ୍କ ସମୀକ୍ଷା 

Sunil Chandra Nayak

Leave a Comment

error: Content is protected !!