ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ଦାସୀ ଗାଁ ରେ ଷୋହଳ ପ୍ରହର ନାମ ଯଜ୍ଞ ଅନୁଷ୍ଠିତ

ଚିଲିଗୁଡା ( ମ ନି ସ )  ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଦାସୀ ଗାଁ ଗ୍ରାମବାସୀଙ୍କ ଆନୁକୂଲ୍ୟରେ ଷୋହଳ ପ୍ରହର ନାମ ଯଜ୍ଞ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ଆୟୋଜକ କମିଟିର ସଭାପତି ନାରାୟଣ ପ୍ରସାଦ ପାଢ଼ୀ ,ଉପ ସଭାପତି ବ୍ୟାସଦେବ ପ୍ରହରାଜ ,ସମ୍ପାଦକ ଗୋପୀନାଥ ନ।ଏକ,ସରପଞ୍ଚ ପ୍ରମୋଦିନି ପ୍ରହରାଜ ପ୍ରମୁଖ ମୁଖ୍ୟ ଦାୟିତ୍ୱ ଗ୍ରହଣ କରି ଥିବା ବେଳେ କର୍ତ୍ତା ଭାବରେ ସୁରେଶ ନ।ଏକ ତାଙ୍କ ପତ୍ନୀ ପଦ୍ମିନୀ ନ।ଏକ ଦାୟିତ୍ୱ ଗ୍ରହଣ କରି ଥିଲେ ।ମୁଖ୍ୟ ପୂଜକ ଭାବରେ ନିହାର ରଞ୍ଜନ ଖମାରି ,ବିରଞ୍ଚି ବେହେରା ,ରୂପେଶ ପାଢ଼ୀ ଏବଂ ରଜନୀକାନ୍ତ ଖମାରି ଦାୟିତ୍ୱ ତୁଲାଇଥିଲେ । ଏଥିରେ ପ୍ରାୟ ୧୦ ଗୋଟି ସଂକୀର୍ତ୍ତନ ଦଳ ଅଂଶ ଗ୍ରହଣ କରି ପ୍ରଭୁଙ୍କ ନାମ ସଂକୀର୍ତ୍ତନ ଗାନ କରିଥିଲେ ।ଏଥିରେ ଆୟୋଜକ କମିଟିର ପ୍ରକାଶ ପ୍ରହରାଜ ,ଜିତେନ୍ଦ୍ର ନାଗ ,ସଦାନନ୍ଦ ଲହଜଳ ,ଶ୍ରୀକାନ୍ତ ନ।ଏକ ,ନାରାୟଣ ସାହୁ ,ଅକ୍ଷୟ ଲହଜଳ ,ଗୋପୀ ଡୁ ଡି କା ,ଧନସର ନ।ଏକ , ମିଥୁନ ଲହଜଳ ,ସିଦ୍ଧେଶ୍ୱର ଲହଜଳ ,ଅଭିରାମ ନ।ଏକ ,ଅରୀକ୍ଷିତ ଭାଟି ,ଗୋବର୍ଦ୍ଧନ ଲହଜଳ ଏବଂ ଅଚ୍ୟୁତା ନନ୍ଦ ସାହୁ ଏବଂ ଗ୍ରାମବାସୀମାନେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ ।

ସୁନ୍ଦର ମୋହନ ଛତ୍ରିଆ ,ଚିଲିଗୁଡା

Related posts

ଚଙ୍ଗରିଆ ଥପାପଡା ରେ ୨ୟ ବର୍ଷ ଅଷ୍ଟ ପ୍ରହର ନାମଯଜ୍ଞ ଉତ୍ସାହ ଉଦ୍ଦୀପନା ସହ ସମ୍ପନ୍ନ

masiha

ଲୁହାକାନି ଗ୍ରାମରେ ୧୬ ପ୍ରହରୀ ନାମଯଜ୍ଞ ଉଦଯାପିତ

Sunil Chandra Nayak

ଯୁଡିଆ ଛକରେ ଗିରି ଗୋବର୍ଦ୍ଧନ ପୂଜା ମହାସମାରୋହରେ ପାଳିତ

Sunil Chandra Nayak

Leave a Comment

error: Content is protected !!