ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଯୋଗ ପ୍ରଶିକ୍ଷଣ ଶିବିରରେ ହୋଲି ପର୍ବ ପାଳିତ 

ଢେଙ୍କାନାଳ, କାମାକ୍ଷାନଗର (ମିନିସ )8/3/23 // ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଏନ୍ ଏ ସି ସ୍ଥିତ ଶିବମନ୍ଦିର ପ୍ରାଙ୍ଗଣରେ ଯୋଗ ଶିବିରରେ ହୋଲି ପର୍ବ ପାଳିତ ହୋଇଯାଇଛି lଏହି ଅବସରରେ ଢେଙ୍କାନାଳ ଜିଲ୍ଲାର ପତଞ୍ଜଳି ଯୋଗ ସମିତି ଜିଲ୍ଲା ପ୍ରଭାରୀ ଗୁରୁ ରବିନାରାୟଣ ସାହୁଙ୍କ ଉପସ୍ଥିତିରେ ପାଳିତ ହୋଇଯାଇଛି,ଏହି ଅବସରରେ ଯୁଗ,ଯଜ୍ଞ, ସୂର୍ଯ୍ୟ ନମସ୍କାର ଓ ବେଦ ପାଠ ହୋଇଥିଲା ଓ ପରେ ପ୍ରସାଦ ସେବନ ସହ ଟିପିନ ର ବ୍ୟବସ୍ତା ହୋଇଥିଲା lଏହି ହୋଲି ପର୍ବରେ ଯୋଗ ଗୁରୁ ରବିନାରାୟଣ ସାହୁ ଙ୍କ ଅଧ୍ୟକ୍ଷତାରେ ନନା ପ୍ରକାରର ଅଭିର ସାଙ୍ଗକୁ ଫୁଲରେ ହୋଲିଖେଲ ହୋଇଥିଲା ଓ ପରିଶେଷରେ ଯୁଗ ଗୁରୁଙ୍କ ପଦ ଛୁଇଁପ୍ରଣାମ କରିଥିଲେ ଏବଂ ହୋଲିର ଶୁଭ କାମନା ଜଣାଇଥିଲେ l

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲି ଙ୍କ ରିପୋର୍ଟ

Related posts

ବିଦ୍ୟାଳୟରେ  ଦୁଇ ହଳ ଲେଖାଏଁ ପୋଷାକ ବଣ୍ଟନ

Sunil Chandra Nayak

ଆଉଟ ସର୍ସିଙ୍ଗ କର୍ମଚାରୀ ମାନଙ୍କର ମୁଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର ପ୍ରଦାନ

Sunil Chandra Nayak

କେନାଲ ରେ ଭାସି ଯାଇ ମହିଳା ମୃତ 

Sunil Chandra Nayak

Leave a Comment

error: Content is protected !!