ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମାରଓ୍ବାଡି ଯୁବାମଞ୍ଚ ପକ୍ଷରୁ ହୋଲି ମହୋତ୍ସବ ପାଳିତ

ଭବାନୀପାଟଣା:୯/୩- (ମନିସ):- ଭବାନୀପାଟଣା ସ୍ଥାନୀୟ ଅଗ୍ରସେନ ଭବନ ପରିସରରେ ମାରଓ୍ବାଡି ଯୁବାମଞ୍ଚର ତତ୍ତ୍ୱାବଧାନରେ ହୋଲି ମିଳନ ସମାରୋହର ଭବ୍ଯ ଆୟୋଜନ କରାଯାଇଥିଲା। ଏଥିରେ ରଙ୍ଗାରଙ୍ଗ କାର୍ଯ୍ଯକ୍ରମର ଆୟୋଜନ କରାଯାଇଥିଲା। ମାରଓ୍ବାଡି ସମାଜର ଯୁବକ, ଯୁବତୀ ମହିଳା ଏବଂ ପୁରୁଷ ଉଭୟ ଉଭୟଙ୍କୁ ରଙ୍ଗ ଲଗେଇ ଭାଇଚାରାର ସହିତ ଧୁମଧାମରେ ହୋଲି ଖେଳିଥିଲେ। ତାହା ସହିତ ଜଳପାନର ବ୍ଯବସ୍ତା ମଧ୍ୟ କରାଯାଇଥିଲା। ସମାଜର ଲୋକମାନଙ୍କ ଦ୍ବାରା ଏହି ସୁନ୍ଦର କାର୍ଯ୍ୟକ୍ରମଟି ଆକର୍ଷଣ ହୋଇପାରିଥିଲା। ଯାହାକି ପରିବେଶ କୁ ରଙ୍ଗୀନ କରିଦେଇଥିଲା। ମାରଓ୍ବାଡି ଯୁବମଞ୍ଚର ଅଧ୍ଯକ୍ଷ ଯୁବା ଯୋଗେଶ   , ସଚିପ୍ ଯୁବା ସୌରଭ ଏବଂ କୋଷାଧ୍ୟକ୍ଷ ଯୁବା ମନିସଙ୍କ ମହତ୍ତ୍ୱପୂର୍ଣ୍ଣ ଭୂମିକା ଯୋଗୁଁ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା।

କିଶନ ଶର୍ମା , ଭବାନୀ ପାଟଣା 

Related posts

ଫକୀର ମୋହନ ମାର୍କେଟ କମିଟିର ଫକୀର ମୋହନ ଜୟନ୍ତୀ ପାଳନ 

masiha

ଜିଲ୍ଲା ଓକିଲ ସଙ୍ଘ ଦ୍ୱାରା ଆଜି ଏକ ସମ୍ବର୍ଦ୍ଧନା ସଭା

masiha

ଜାତୀୟ ଜୁଡୋରେ ସଫଳତା ଆଣିଲେ କେନ୍ଦୁଝର ଝିଅ ବୈଷ୍ଣବୀ

Sunil Chandra Nayak

Leave a Comment

error: Content is protected !!