ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କେନ୍ଦ୍ରୀୟ ସଂଚାର ବ୍ୟୁର ଜୟପୁର ଶାଖା ପକ୍ଷରୁ ଅମୃତ ମହୋତ୍ସବ ଶୋଭାଯାତ୍ରା ଅନୁଷ୍ଠିତ

ନବରଙ୍ଗପୁର—(ମସିହା) ସ୍ୱାଧୀନତାର 75 ବର୍ଷ ଉପଲକ୍ଷେ ନବରଙ୍ଗପୁର ଠାରେ କେନ୍ଦ୍ରୀୟ ସଂଚାର ବ୍ୟୁର ଜୟପୁର ଶାଖା ପକ୍ଷରୁ ଆଜାଦି କା ଅମୃତ ମହୋତ୍ସବ ଓ ମିଶନ ଲାଇଫ ସମ୍ପର୍କିତ ସଚେତନତା ଓ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି ।ବିଧାୟକ ନିତ୍ୟାନନ୍ଦ ଗଣ୍ଡ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମ କୁ ଶୁଭାରମ୍ଭ କରିଥିଲେ ।ଏହି ଶୋଭାଯାତ୍ରାରେ ଆଜାଦି କା ଅମୃତ ମହୋତ୍ସବ ପାଳନର ଲକ୍ଷ ଓ ଉଦ୍ଧେଶ୍ୟର କେନ୍ଦ୍ର ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ ,ପ୍ଲାଷ୍ଟିକ ବର୍ଜନ କରିବା,ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଏହିପରି ସଚେତନ କରାଯାଇଥିଲା ।ପୌରପାଳିକା ଅଧକ୍ଷ କୁନୁ ନାୟକ ପ୍ରମୁଖ ଯୋଗଦେଇଥିଲେ ।ଏହି ଅବସରରେ ସମସ୍ତ ଶୋଭାଯାତ୍ରାକାରୀ ବିଭିନ୍ନ ପ୍ରତିଯୋଗିତା ମାନ ଅନୁଷ୍ଠିତ ହୋଇଥିଲା ।ମହିଳା ମାନଙ୍କ ମଧ୍ୟରେ ରଙ୍ଗାଲି,ମ୍ୟୁଜିକାଲ ଚେୟାର,କୁଇଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।କେନ୍ଦ୍ରୀୟ ସଂଚାର ବ୍ୟୁର ଜୟପୁର ଶାଖା ପକ୍ଷରୁ ଅଧିକାରୀ ଜ୍ୟୋତିରଞ୍ଜନ ପଟ୍ଟନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିୟୁଜ୍

Related posts

୨୮ତମ ପୁସ୍ତକ ମେଳା ଉଦଘାଟିତ

Sunil Chandra Nayak

ଶାନ୍ତି ଶକ୍ତି ଭବନରେ ଆଧ୍ୟାତ୍ମିକ ସମାରୋହ; ଦାଦି ପ୍ରକାଶମଣିଙ୍କୁ ଶ୍ରଦ୍ଧା ସୁମନ ଏବଂ ଆସିକା ଉପକାରାଗାରରେ ଅନ୍ତେବାସୀଙ୍କୁ ରକ୍ଷାସୂତ୍ର

Sunil Chandra Nayak

ଟିମନପୁର୍ ସେବାଶ୍ରମ ରେ ଅଷ୍ଟମ ଶ୍ରେଣୀ ଛାତ୍ର ଙ୍କୁ ନିର୍ଯ୍ୟାତନା ଘଟଣା ରେ ନୂଆପଡ଼ା ଜିଲ୍ଲାପାଳ ପକ୍ଷ ରୁ ପଦକ୍ଷେପ, ଦାୟିତ୍ବ ରେ ଥିବା ପ୍ରଧାନ ସେବକ ଙ୍କୁ କାର୍ଯ୍ୟରୁ ନିଲମ୍ୱିତ 

Sunil Chandra Nayak

Leave a Comment

error: Content is protected !!