ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ପୋସ୍କୋ କେସ ମାମଲାର ଫେରାର ଅଭିଯୁକ୍ତ ଗିରଫ

ପାପଡାହାଣ୍ଡି,11/3, ମନିସ –ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ପୋଲିସ ପୋସ୍କୋ କେସ ମାମଲାର ଦୁଇ ଫେରାର ଅଭିଯୁକ୍ତଙ୍କୁ ଆମପାଣି ଅଞ୍ଚଳରୁ ଗିରଫ କରି କୋର୍ଟ ଚାଲାଣ କରିଛି | ସେମାନେ ହେଲେ ତୁରୁଞ୍ଜିଆଗୁଡାର ହରି ଗଣ୍ଡ ଓ ଲଛନ ଗଣ୍ଡ | ପୋଲିସ 2020 ମସିହାରେ କେସ ନମ୍ବର 134 ରେ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା | ଫେରାର ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି |

ପାପଡାହାଣ୍ଡି ରୁ ସ୍ବପ୍ନଜିତ ପଟନାୟକ ଙ୍କ ରିପୋର୍ଟ 

Related posts

ବେଲଗାଁ ରୁ ଚୋରୀ ହୋଇଥିବା ଗାଡି ରାମସା ଗାଁ ରୁ ଉଦ୍ଧାର

masiha

ଗର୍ଜନ ପାଣି ଗ୍ରାମବାସୀଙ୍କୁ ସୁରକ୍ଷା ଦିଆଯିବ ବୋଲି ଆରକ୍ଷୀ ଅଧ୍ୟକ୍ଷଙ୍କ ପ୍ରତିଶ୍ରୁତି ଦେଲେ

Sunil Chandra Nayak

ମଦୁଆକୁ ବାନ୍ଧି,ପୋଲିସ ଜିମାରେ ଦେଲେ ମହିଳା

Leave a Comment

error: Content is protected !!