ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ପୋସ୍କୋ କେସ ମାମଲାର ଫେରାର ଅଭିଯୁକ୍ତ ଗିରଫ

ପାପଡାହାଣ୍ଡି,11/3, ମନିସ –ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ପୋଲିସ ପୋସ୍କୋ କେସ ମାମଲାର ଦୁଇ ଫେରାର ଅଭିଯୁକ୍ତଙ୍କୁ ଆମପାଣି ଅଞ୍ଚଳରୁ ଗିରଫ କରି କୋର୍ଟ ଚାଲାଣ କରିଛି | ସେମାନେ ହେଲେ ତୁରୁଞ୍ଜିଆଗୁଡାର ହରି ଗଣ୍ଡ ଓ ଲଛନ ଗଣ୍ଡ | ପୋଲିସ 2020 ମସିହାରେ କେସ ନମ୍ବର 134 ରେ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା | ଫେରାର ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି |

ପାପଡାହାଣ୍ଡି ରୁ ସ୍ବପ୍ନଜିତ ପଟନାୟକ ଙ୍କ ରିପୋର୍ଟ 

Related posts

ପୁଣି ନର୍ଲା ପୋଲିସର ସଫଳତା, ଶାନ୍ତପୁର କେନାଲ ନିକଟରୁ ଗଞ୍ଜେଇ ମାଫିଆ ଗିରଫ

Sunil Chandra Nayak

କେସିଙ୍ଗା ରାସ୍ତାରେ କନ୍ଧମାଳ ପୋଲିସ ୩୬ ଘାଣ୍ଟରେ ଲୁଟେରା ଙ୍କୁ ଧରିଲେ । ୧୭ ଲକ୍ଷ ୫୦ ହଜାର ଟଙ୍କା ଜବତ କଲେ

Sunil Chandra Nayak

ଦୁର୍ଦ୍ଦାନ୍ତ ମାଓନେତା ଦାଶୁରଙ୍କ ଅଙ୍ଗ ରକ୍ଷକ କ୍ୟାଡର ମାଓବାଦୀ ବିଜା ର ଆତ୍ମସମର୍ପଣ

masiha

Leave a Comment

error: Content is protected !!