ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଚେନମାଉଁଟିଙ୍ଗ ଜେସିବି ଇଞ୍ଜିନପୋଡି ଜିବାରୁ ଦମକଳ ଦ୍ବାରା ଉଦ୍ଧାର

ଗୋଳାମୁଣ୍ଡା/ମସିହା/କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ବ୍ଲକ ଅନ୍ତର୍ଗତ ପଣ୍ଡକୁଳ ତାମ୍ବଛଡ଼ା ତେଲନଦୀ ବିଜୁ ସେତୁ ଠିକାଦାର ସେତୁ ଅଗ୍ରୱାଲଙ୍କ ନିର୍ମାଣକାର୍ଯ୍ୟରେ ଲାଗିଥିବା ଚେନମାଉଣ୍ଟିଙ୍ଗ ଜେସିବି ଗତକାଲି ପଣ୍ଡକୁଳ ଠାରେ ମାଟି ଖନନ କାର୍ଯ୍ୟ କରି ଅପରାହ୍ନ ୨ଘଣ୍ଟିକା ସମୟରେ ଡ୍ରାଇଭର କୂଳମଣି ହଂସ ଗାଡି କାର୍ଯ୍ୟ ବନ୍ଦ କରି ତାଙ୍କର କ୍ୟାମ୍ପରେ ଯାଇ ବିଶ୍ରାମ ନେବା ସମୟରେ ଉକ୍ତ ଜେସିବି ଗାଡି ଆପେଆପେ ଇଂଜିନରେ ନିଆଜଳୁଛି, ଜଳୁଥିବା ଦୃଶ୍ୟକୁ ପଣ୍ଡକୁଳର ଜୈନିକ ବ୍ୟକ୍ତିଦେଖି ତେଲନଦୀ ବ୍ରିଜର ମୁଖ୍ୟ ମୁନସି ଦେବାର୍ଚ୍ଚନ ପଧାନ ଙ୍କୁ ଖବର ଦେବାରୁ ଶ୍ରୀ ପଧାନ ସାଙ୍ଗେ ସାଙ୍ଗେ ଧର୍ମଗଡ଼ ଦମକଳ ବିଭାଗ କୁ ଜଣାଇବାରୁ ତୁରନ୍ତ ଦମକଳକର୍ମଚାରୀ ମାନେ ଆସି ଉଦ୍ଧାର କାର୍ଯ୍ୟ କରିଥିଲେ,ଏହି ଦୃଶ୍ୟକୁ ଦେଖି ସ୍ଥାନୀୟ ଲୋକମାନେ ବହୁ ସଂଖ୍ୟକ ଭାବେ ଉପସ୍ଥିତ ଥିଲେ,ଜେସିବି ଡ୍ରାଇଭର କୁଳମଣି ହଂସ ଙ୍କ ପ୍ରତିକ୍ରିୟା ପ୍ରକାଶ କରି ଥିବା ବେଳେ ଦମକଳ ବିଭାଗୀୟ ଅକ୍ରୁର ନାଇକ ଙ୍କ ମଧ୍ୟ ପ୍ରତିକ୍ରିୟା ପ୍ରକାଶ ପାଇଥିଲା ଗୋଳାମୁଣ୍ଡା ବ୍ଲକରୁ ମସିହା ପ୍ରତିନିଧି ରାମକୁମାରସେନାପତିଙ୍କ ରିପୋର୍ଟ,,

ତା୨୪/୨

Related posts

ବାସୁଦେବପୁର ଜନକଲ୍ୟାଣ ପରିଷଦ ଆନୁକୂଲ୍ୟରେ ଜାତୀୟ କବି ବାଞ୍ଛାନିଧି ଜୟନ୍ତୀ ପାଳିତ

Sunil Chandra Nayak

ବାଲେଶ୍ବର – ଦୁଇଦିନିଆ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ଶେଷ ନିଶ୍ୱାସ ନେଲେ କଳାକାର

Sunil Chandra Nayak

Leave a Comment

error: Content is protected !!