ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପୁନେ ଠାରେ ସମ୍ମାନିତା ହେଲେ ନୂଆପଡ଼ାର ଝିଅ ପ୍ରାଚୀ ପାଣଗ୍ରାହୀ

ବ୍ୟୁରୋ ମସୀହା _ଗତ ତା୧୧/୩/୨୦୨୩ରେ ପୁନେ ଠାରେ ” ତ୍ବମ୍'” ଅନୁଷ୍ଠାନ ର ପ୍ରତିଷ୍ଠାତା ଶ୍ରୀଯୁକ୍ତ ନିତ୍ୟାନନ୍ଦ ତିଓ୍ବାରୀ ଏବଂ ପୁନେ “ମେଟ୍ରୋ ରେଳ ବିଭାଗ”ର ସହଯୋଗିତା ରେ ମେଟ୍ରୋ ଷ୍ଟେସନରେ ଚଳନ୍ତା ମେଟ୍ରୋରେ ଭାରତରେ ଦ୍ବିତୀୟ ଥର ପାଇଁ ” ହେରିଟେଜ ଅଫ କଲଚର୍ ଅଫ୍ ଇଣ୍ଡିଆ “କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଉଛି l ଏହି କାର୍ଯ୍ୟକ୍ରମରେ ଭାରତର ବିଭିନ୍ନ ରାଜ୍ୟରୁ ପ୍ରତିଯୋଗୀ ମାନେ ଆସି ଆୟୋଜିତ Fashion Show ରେ ଭାଗନେଇ କାର୍ଯ୍ୟକ୍ରମ କୁ ସାଫଲ୍ୟମଣ୍ଡିତ କରିଥିଲେ। ଇତ୍ୟବସରରେ ଉକ୍ତ କାର୍ଯ୍ୟକ୍ରମରେ ଓଡିଶାର ନୂଆପଡା ଜିଲ୍ଲାର ଏକମାତ୍ର ପ୍ରତିନିଧି ଭାବରେ ଶ୍ରୀମତୀ ପ୍ରାଚୀ ପାଣିଗ୍ରାହୀ ଅଂଶ ଗ୍ରହଣ କରି ମାନପତ୍ର ଓ ଟ୍ରଫି ଦ୍ବାରା ସମ୍ମାନିତା ହୋଇ ଓଡ଼ିଶା ଓ ନୂଆପଡ଼ା ଜିଲ୍ଲାର ଗୈ|ରବ ବୃଦ୍ଧି କରିପାରିଛନ୍ତି। ଏଠାରେ ସୂଚନାଯୋଗ୍ୟ ଯେ ଶ୍ରୀମତୀ ପ୍ରାଚୀ ପାଣିଗ୍ରାହୀ ସଂପ୍ରତି ଜଣେ Corporate Lawyer ଏବଂ ଜଣେ ନୃତ୍ୟଶିଳ୍ପୀ ଭାବରେ ପରିଚିତ ଅଟନ୍ତି l ତାଙ୍କରି ଏହି ଅପୂର୍ବ ସଫଳତା ପାଇଁ  ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟି ଚାଲିଛି l

ସ୍ଵତନ୍ତ୍ର ପ୍ରତିନିଧି ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ରିପୋର୍ଟ୍

Related posts

ଦାଣ୍ଡବୋଷ ଏୟାରଷ୍ଟ୍ରିପ ନିର୍ମାଣ ନେଇ ସରକାରୀ ଜମିରେ ୪୩ ପରିବାରଙ୍କୁ ବିସ୍ଥାପନ ସରଜମିନ ତଦନ୍ତ ନେଇ କଂଗ୍ରେସ ଦଳର ଏକ ପ୍ରତିନିଧି ଦଳଙ୍କ ସରଜମିନ ତଦନ୍ତ ଓ ସାମ୍ବାଦିକ ସମ୍ମିଳନୀ 

masiha

ବାଲ୍ୟ ବିବାହ ପ୍ରଥା ଦୂରୀକରଣ ସଚେତନତା କାର୍ଯ୍ୟକ୍ରମ 

masiha

ରଜ ମହୋତ୍ସବକୁ ପ୍ରଥମକରି ପାଳିଲା ଶୁଭସ୍ଥିତି ଆପାର୍ଟମେଣ୍ଟ

Sunil Chandra Nayak

Leave a Comment

error: Content is protected !!