ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମା ମଙ୍ଗଳା ମନ୍ଦିର ପ୍ରତିଷ୍ଟା 

ମା ମଙ୍ଗଳା ମନ୍ଦିର ପ୍ରତିଷ୍ଟା 

ବନ୍ଧୁଗାଁ ତା,୧୩/୩/୨୪, ବନ୍ଧୁଗାଁ ବ୍ଲକ ଅନ୍ତର୍ଗତ କରାମଡା ଗ୍ରାମ ଛକ ଠାରେ ଆଜି ମା ମଙ୍ଗଳାଙ୍କ ନୂତନ ମନ୍ଦିର ଉଦଘାଟନର ଶୁଭଆରମ୍ଭ ପ୍ରତିଷ୍ଟା ହୋଇଛି I ଏହି ମନ୍ଦିରର ନିର୍ମାଣ କରିବା ଅର୍ଥ ବ୍ୟୟ କରି ମା ମଙ୍ଗଳାଙ୍କ ନାମରେ ନୂତନ ମନ୍ଦିର ନିର୍ମାଣ ପାଇଁ ଏନୁଗୁଲା ରଞ୍ଜିତ ମୁଖ୍ୟ ପ୍ରବକ୍ତା ଭାବରେ ନିଭାଇ ଥିବାର ଜାଣିବାକୁ ମିଳିଛି I ଆଜି ସକାଳ ୭ ଟାରେ କୋଳସ ପୂଜା ସହ ହୋମ ପୂଜା କରି ସମସ୍ତ ପ୍ରକାର ନିତି ନିୟମ ଅନୁଯାଇ ପୂଜା କୋରାଯାଇଥିଲା I ଏହିପୂଜାର ବ୍ରାହ୍ମଣ ହେଲେ ଯୋଗଦୀଶ ପଣ୍ଡା ଓ ଆପାରାଓ ମେଲେକା ଦୁହେଁ ମା ମଙ୍ଗଳା ଦେବିଙ୍କ ଵିଧିଵଧ ନିୟମାନୁଯାଇ ପୂଜା ସମ୍ଫୁର୍ଣ୍ଣ କରି ମା ମଙ୍ଗଳାଙ୍କ ଫୋଟ ଚିତ୍ରକୁ ନୂଆ ପୁଷ୍ପ ମାଲ୍ୟ ଓ ସିନ୍ଦୁର ଦେଇ ପୂଜା କରିବା ପାଇଁ ଏହି ମନ୍ଦିରର ସର୍ବ କାଳୀନ ପୂଜାରି କାନ୍ତାମଣି ଶୁଣ୍ଡି ଓ ହରି ଶୁଣ୍ଡି ନିତି ମାଙ୍କ ମନ୍ଦିରେ ମାଙ୍କ ସେବା ସହ ପୂଜାରି ଭାବରେ ପୂଜା କରିବେ I ଆଜିର ଏହି କାର୍ଯ୍ୟକ୍ରମରେ ଶ୍ରୀନୁ ପଟ୍ଟନାୟକ, ଦିପୁନା ସାହୁ,ସାହାଯ୍ୟ କରିଥିଲେ ଓ ଅନ୍ୟାନ୍ୟ ମାନ୍ୟଗଣ ବ୍ୟକ୍ତି ମାନେ ରହି ପୂଜାକୁ ସାଫଲ୍ୟ ମଣ୍ଡିତ କରିଥିଲେ I

ବନ୍ଧୁଗାଁ ରୁ ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ୍ 

Related posts

ଏକ ପେଡ଼ ମା’ଙ୍କ ନାମ – ୨.୦ ରାୟଗଡାରେ ୧୭ ସେପ୍ଟେମ୍ବରରେ ହେବ ଏକଦିବସୀୟ ସମୂହ ବୃକ୍ଷରୋପଣ

Sunil Chandra Nayak

କିଛି ଦିନ ତଳେ ଆସିଥିବା ପୁରୁଣା ଆମ୍ବୁଲାନ୍ସ ରୋଗୀକୁ ଆଣିବା ପାଇଁ ଯାଉଥିବା ବେଳେ  ସର୍ଟସର୍କିଟ ରେ ଜଳିଲା , ଅପେକ୍ଷା କରି ରୋଗୀ ଶେଷ ନିଶ୍ବାସ ତ୍ୟାଗ କଲେ 

ଏମସିଏଏମ ପକ୍ଷରୁ ଗାଁ ଦୁଆରେ ନ୍ୟାୟ ଅଭିଯାନ ; ଘରେ ଘରେ ଆଇନ ସେବା କାର୍ଯ୍ୟକ୍ରମ ଆୟୋଜିତ

Sunil Chandra Nayak

Leave a Comment

error: Content is protected !!