ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସାଇକେଲ କୁ ପଛପଟୁ ଧକ୍କା ଦେଲା ବାଇକ,ଜଣେ ଆହତ, ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି

ସାଇକେଲ କୁ ପଛପଟୁ ଧକ୍କା ଦେଲା ବାଇକ,ଜଣେ ଆହତ, ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି

ବସ୍ତା,14/03: ବାଲିଆପାଳ ବ୍ଲକ ଅନ୍ତର୍ଗତ ଗୁରୁବାର ରାତି ସମୟରେ ଦେଭୋଗ ନିକଟରେ ସାଇକେଲ କୁ ପଛପଟୁ ଧକ୍କା ଦେଲା ବାଇକ,ଜଣେ ଆହତ ହୋଇ ବାଲିଆପାଳ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି l ସୂଚନା ଅନୁଯାୟୀ ଏକ ସାଇକେଲ ଜଣେ ପୁରୁଷ,ମହିଳା ବସି ବାଲିଆପାଳ ଅଭିମୁଖେ ଯାଉଥିବା ବେଳେ ପଛରୁ ଦ୍ରୁତଗାମୀ ବାଇକ ଆସି ଉକ୍ତ ସାଇକେଲ କୁ ପଛପଟୁ ଧକ୍କା ଦେଇଘଟଣା ସ୍ଥଳରୁ ଚମ୍ପଟ ମାରିଥିବା ବେଳେ ମହିଳା ଜଣଙ୍କ ରାସ୍ତାପାର୍ଶ୍ୱରେ ପଡି ଛଟପଟ ହେଇଥିଲେ l ସ୍ଥାନୀୟ ଲୋକେ ଆମ୍ବୁଲାନ୍ସ ଯୋଗେ ମହିଳାଙ୍କୁ ଆହତ ଅବସ୍ଥାରେ ଉଦ୍ଧାର କରି ବାଲିଆପାଳ ଡାକ୍ତରଖାନାକୁ ପଠାଇଥିବା ବେଳେ ମହିଳାଙ୍କ ପରିଚୟ ମିଳିପାରିନାହିଁ।

ବସ୍ତା ରୁ ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

ବୁଢାଡଙ୍ଗର ଲୋକ ମହୋତ୍ସବ ବଜାସାଲ ନାଚରେ ଦୁଲୁକିଲା ମଞ୍ଚ

masiha

ଚାଷୀଙ୍କ ଋଣ ଟଙ୍କା ଦେବାରେ କେସିସି ବ୍ୟାଙ୍କ ଦ୍ୱାରା ବିଳମ୍ବ ଘଟଣା, ଗଣମାଧ୍ୟମ ଖବର ପ୍ରକାଶ ପରେ ଟଙ୍କା ପାଇଲେ ଚାଷି 

Sunil Chandra Nayak

ଚମେଲୀ ଦେବୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ  “ନୂଆ_ଓ ଯୁବ ଓଡିଶା-ନବୀନ ଓଡିଶା ” କାର୍ଯ୍ୟକ୍ରମ ଉଦଯାପିତ

masiha

Leave a Comment

error: Content is protected !!