ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଲଭ, ସେକ୍ସ, ଧୋକା ର ଆଉ ଏକ ନଗ୍ନ ଚିତ୍ର , ପ୍ରେମିକ ଘର ଆଗରେ ପ୍ରେମିକା ର ଧାରଣା

ଟଙ୍କା ଓ ଶାରୀରିକ ସମ୍ପର୍କ ପାଇଁ ବ୍ଲାକ୍ ମେଲିଂ ଶିକାର ହେଲେ ପ୍ରେମିକା…..

ପାଞ୍ଚ ବର୍ଷ ପୂର୍ବେ ବଳତ୍କାର ମାମଲାରେ ଫଶି ଥିଲେ ରସିକ ପ୍ରେମିକ…..
ଉଭୟ ପରିବାର ର ଆପୋସ ବୁଝାମଣା ରେ ମାମଲା ହୋଇଥିଲା ରଫା ଦଫା…….

ବାରମ୍ବାର ଶାରୀରିକ ସମ୍ପର୍କ ରଖିଥିଲେ ପ୍ରେମିକ କିନ୍ତୁ ବାହା ହେବାକୁ ହେଉଛନ୍ତି ଅମଙ୍ଗ…..

ପ୍ରେମିକା ଘର ଆଗରେ କିନ୍ତୁ ଭୟରେ ପ୍ରେମିକ ହୋଇ ଯାଇଛନ୍ତି ଫେରାର…….

ଢେଙ୍କାନାଳ ଜିଲ୍ଲା କଣ୍ଟାବଣିଆ ଥାନା ର ସଞ୍ଜପଡା ଗ୍ରାମରେ ବ୍ଲାକମେଲ ର ଶିକାର ହୋଇ ବାରମ୍ବାର ଶାରୀରିକ ସମ୍ପର୍କ ରଖିଥିବା ଅଭିଯୋଗ ନେଇ ପ୍ରେମିକା ଆଜି ଶାଶୁ ଶ୍ୱଶୁର ଘର ବାରଣ୍ଡାରେ। ପ୍ରେମିକାର ସୂଚନା ଅନୁଯାୟୀ ପ୍ରେମିକ ସନାତନ ସାହୁ ସହ ଆଜିକୁ ୫ ବର୍ଷ ଉର୍ଦ୍ଧ ହେବ ପ୍ରେମ କରିଥିଲେ। ବିବାହ ପ୍ରଲୋଭନ ଦେଖାଇ ଶାରିରିକ ସମ୍ପର୍କ ରଖି ଥିଲେ। ପରବର୍ତ୍ତି ସମୟରେ ବିବାହରୁ ଓହରି ଯିବାରୁ ଥାନାରେ ମାମଲା ରୁଜୁ ହୋଇଥିଲା ଓ ଶେଷରେ ଆପୋସ ବୁଝାମଣା ହୋଇ ଥିଲା। ସନାତନ କିଛିଦିନ ବିତିଗଲା ପରେ ପ୍ରେମିକାର କିଛି ଅଶାଳୀନ ଫୋଟ ରଖି ଥିବା ନେଇ ସୂଚନା ଦେଇଥିଲେ ପ୍ରେମିକାକୁ ଓ ଧମକ ଦେଇଥିଲେ କିଛି ନିଜର ଗୁଜରାଣ କରିବା ପାଇଁ ଅର୍ଥ ଓ ଶାରୀରିକ ସମ୍ପର୍କ ନରଖେ ତେବେ ଏହି  ଉତ୍ତଳିତ ଫୋଟ ପ୍ରଘଟ କରିଦେବେ। ପ୍ରେମିକ ବାରମ୍ବାର ଟଙ୍କା ଓ ଦେହ ଭୋକ ଲିଭାଇ ଚାଲିଥିଲା। ସୋମବାର ମଧ୍ୟ ରାତି ପ୍ରାୟ ୩ ଘଟିକା ସମୟରେ ଫୋନ୍ କରି ପ୍ରେମିକାକୁ ଡାକି ବାହାରକୁ ଆସି ସମ୍ପର୍କ ସ୍ଥାପନ ରଖିଥିବା ବେଳେ ପରିବାର ଲୋକ ଉଠି ପଡିଥିଲେ। ପ୍ରେମିକ ସେଠାରୁ ଫେରାର୍ ହେବାକୁ ଉଦ୍ୟମ କରିବାକୁ ଚାହୁଁଥିଲା କିନ୍ତୁ ପ୍ରେମିକା କୁଆଡେ ଯିବାକୁ ବାଟ ନପାଇ ପ୍ରେମିକ କୁ ନେଇ ଯିବା ପାଇଁ କହିଥିଲା। ରସିକ ପ୍ରେମିକ ପ୍ରେମିକାକୁ ମାଡ ବିଧା ମାରି ଘଟଣାସ୍ଥଳରୁ ପଳାଇ ଯାଇଥିଲା। ପ୍ରେମିକ ନିକଟସ୍ଥ ଗ୍ରାମରୁ ହୋଇଥିବାରୁ ରାତିରେ ଚାଲିଚାଲି ଆସି ପ୍ରେମିକ ଘରେ ପହଞ୍ଚିଥିଲେ। ପ୍ରେମିକାକୁ ଘରେ ଦେଖି ପ୍ରେମିକ ଘରୁ ଫେରାର୍ ହୋଇଯାଇଥିବା ବେଳେ ଶାଶୁ ଶ୍ୱଶୁର ବୋହୂକୁ ଗ୍ରହଣ କରୁନାହାନ୍ତି। ପ୍ରେମିକା ଘରକୁ ନଫେରିବା ଜିଦ୍ ଧରି ବସିଛି।

ଢ଼େଙ୍କାନାଳ ରୁ ତାପସ ଦାସ ଙ୍କ ରିପୋର୍ଟ 

Related posts

ନବରଙ୍ଗପୁର ମହିଳା ସ୍ନାତକ ମହାବିଦ୍ୟାଳୟରେ କୌଶଳ ରଥକୁ ସ୍ବାଗତ ସମ୍ବର୍ଦ୍ଧନା 

masiha

ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ଘଟଣା,ରାଜ୍ୟ ଆଇନଜୀବୀ ପରିଷଦ ଆହ୍ୱାନ ରେ ରାଜ୍ୟବ୍ୟାପୀ ଓକିଲ ଙ୍କ ଆନ୍ଦୋଳନ ରେ ସାମିଲ ହେଲା ରାଉରକେଲା ଓକିଲ ସଂଘ

Sunil Chandra Nayak

ହାଟବାଦଡାରେ ଏସ,ବି,ଆଇ ଏଟିଏମ୍ ଅଚଳ 

masiha

Leave a Comment

error: Content is protected !!