ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

କୁସୁମୀ ପ୍ରାଥମିକ ବିଦ୍ୟାଳୟ ରୁ ମଧ୍ୟାହ୍ନ ଭୋଜନ ଚାଉଳ ଚୋରି

ତେନ୍ତୁଳିଖୁଣ୍ଟି ୧୭/୦୩/୨୩ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ କୁସୁମୀ ପ୍ରାଥମିକ ବିଦ୍ୟାଳୟ ରୁ ମଧ୍ୟାହ୍ନ ଭୋଜନ ଚାଉଳ ଚୋରି ନେଇ ତେନ୍ତୁଳିଖୁଣ୍ଟି ଥାନାରେ ଅଭିଯୋଗ ହୋଇଛି। ପ୍ରଧାନ ଶିକ୍ଷକ ଙ୍କ କହିବା ପ୍ରକାରେ ଦୁଇ କ୍ୱିଣ୍ଟାଲ ନ କେଜି ଚାଉଳ ଚୋରିହୋଇଛି। ଏ ନେଇ ସେ ବି ଇ ଓ ଙ୍କୁ ମଧ୍ୟ ଜଣାଇ ଛନ୍ତି ବୋଲି କହିଛନ୍ତି। ପିଲାଙ୍କ ମଧ୍ୟାହ୍ନ ଭୋଜନ ପାଇଁ ବିଦ୍ୟାଳୟ ପରିଚାଳନା କମିଟି ଚାଉଳ ଯୋଗାଡ଼ କରି ବ୍ୟବସ୍ଥା କରିଛି। ବିଦ୍ୟାଳୟ ର ଗ୍ରୀଲ ଭାଙ୍ଗି ଚୋରି ହୋଇଥିବା ଶିକ୍ଷକ ଗଗନ ବିହାରୀ ଗରଡ଼ା କହିଛନ୍ତି।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ପ୍ରହସନ ପାଲଟିଛି ସେପ୍ଟୀ କାର୍ଯ୍ୟକ୍ରମ ,ବସନ୍ତ ପୁର ସ୍ଥିତ ଆଦିତ୍ୟ ବିର୍ଲା କାରଖାନା ରେ ଦୁର୍ଘଟଣା, ଜଣେ ମୃତ, ଗେଟ ସାମ୍ନା ରେ ଉତ୍ତେଜନା

masiha

ଗଞ୍ଜେଇ ଜବତ, ୧ ଗିରଫ

Sunil Chandra Nayak

ଧର୍ମଗଡ ପୋଲିସ କୁ ସଫଳତା , ୧୩ ଚୋରି ବାଇକ୍ ଜବତ, ଜଣେ ଅଭିଯୁକ୍ତ ଗିରଫ

masiha

Leave a Comment

error: Content is protected !!