ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ବ୍ରାଉନ ସୁଗାର ଜବତ, ଦୁଇ ଜଣ ଙ୍କୁ ଗିରଫ ଓ଼ କୋର୍ଟ ଫରୱାଡ

ଢେଙ୍କାନାଳ (ମନିସ )9/8/23 // ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଶଙ୍କରପୁର -ଭାପୁର ରାସ୍ତାର ବେଙ୍ଗାନାଳ ନିକଟରୁ ଭାପୁର ଫାଣ୍ଡି ଅଧିକାରୀ ଚନ୍ଦ୍ରକାନ୍ତ ସେଠି ଏକ ସ୍କୁଟି କୁ ତାଙ୍କ ସଦଳବଳ ସହ ପିଛା କରି 27ଗ୍ରାମ 590ମିଳିଗ୍ରାମ ଓଜନ ର ବ୍ରାଉନସୁଗାର ଜବତ କରିଛନ୍ତି!ଜବତ ବ୍ରାଉନସୁଗାର ମୂଲ୍ୟ ଦୁଇ ଲକ୍ଷ ପଚାଶ ହଜାର ଟଙ୍କା ହେବ ବୋଲି ଜଣାପଡିଛି!ଏହି ଘଟଣା ରେ ଭାପୁର ଫାଣ୍ଡି ଅଧିକାରୀ ଚନ୍ଦ୍ରକାନ୍ତ ସେଠି ଦୁଇ ଜଣ ବ୍ୟକ୍ତି ଙ୍କୁ ଗିରଫ କରିଛନ୍ତି!ସେହି ଦୁଇଜଣ ବ୍ୟକ୍ତି ହେଲେ କଟକ ଜିଲ୍ଲା ମାନିବନ୍ଧ ଥାନା ସନ୍ତରାବାହାଳୀ ଗ୍ରାମ ର ବଳଭଦ୍ର ବେହେରା ଓରଫ ବଳିଆ (52ବର୍ଷ )ଏବଂ କମାର ସାହି ର ଜିତେନ୍ଦ୍ର ପ୍ରଧାନ ଓରଫ ଜିତୁ (38ବର୍ଷ )ବ୍ୟକ୍ତି ଙ୍କୁ ଗିରଫ କରି କୋର୍ଟ ଫରୱାଡ କରାଯାଇଛି!ଢେଙ୍କାନାଳ ଆରକ୍ଷୀ ଅଧିକ୍ଷକ ଜ୍ଞାନରଞ୍ଜନ ମହାପାତ୍ର ଙ୍କ ନିର୍ଦେଶ କ୍ରମେ ଭାପୁର ଫାଣ୍ଡି ଅଧିକାରୀ ଚନ୍ଦ୍ରକାନ୍ତ ସେଠି ଦୁଇଜଣ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି!ଏଣୁ ଏହିପରି ଦକ୍ଷ ପୋଲିସ ଭାପୁର ଫାଣ୍ଡି ଆସିବା ଦିନ ଠାରୁ ଅନେକ କେଶ ଧରିଛନ୍ତି!ସେହି ଭାପୁର ଏରିଆ ରେ ଚୋରି, ଦଂଗାହଂଗାମୀ ଭଳି ଅନେକ କେଶ କମି ଗଲାଣି!ଭାପୁର ଫାଣ୍ଡି ଅଧିକାରୀ ଚନ୍ଦ୍ରକାନ୍ତ ସେଠି ଙ୍କ ଅକ୍ଲାନ୍ତ ପରିଶ୍ରମ ଓ଼ ତାଙ୍କ ଷ୍ଟାଫ ଙ୍କ କୋପରେସନ ଯୋଗୁଁ ଏହି ସବୁ କାର୍ଯ୍ୟ ସମ୍ଭବ ହୋଇଛି!ଏହିପରି ପୋଲିସ ଅଫିସର ଯଦି ଥାନା ମାନଙ୍କରେ ଦିଆଯାଆନ୍ତା ତେବେ ଅନେକ ଚୋରି, ଦଙ୍ଗାହଂଗାମୀ କମି ଯାଆନ୍ତା!

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ ଙ୍କ ରିପୋର୍ଟ 

Related posts

ମୋବାଇଲ ଲୁଟ୍ ଘଟଣାରେ ଦୁଇ ଲୁଟେରା ଗିରଫ

Sunil Chandra Nayak

ଖପ୍ରାଖୋଲ ପୋଲିସ ଜବତ କଲା ନକଲି ନୋଟ୍‌, ଜଣେ ଗିରଫ

Sunil Chandra Nayak

ପତ୍ନୀହନ୍ତା କୁ ଆଜୀବନ କାରାଦଣ୍ଡ  ୧୦ ହଜାର ଟଙ୍କା ଜରିମାନା 

masiha

Leave a Comment

error: Content is protected !!