ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ବେଆଇନ ଧାନ ବୋଝେଇ ପିକଅପକୁ ଜବତ କଲା ଯୋଗାଣ ବିଭାଗ

ବେଆଇନ ଧାନ ବୋଝେଇ ପିକଅପକୁ ଜବତ କଲା ଯୋଗାଣ ବିଭାଗ

ବସ୍ତା,09/04 :ବାଲେଶ୍ୱର ଜିଲ୍ଲା ବସ୍ତା ଥାନା 60 ନମ୍ବର ଜାତୀୟ ରାଜପଥର ମଙ୍ଗଳବାର ଅପରାହ୍ନ ଦୁଇଟା ସମୟରେ ନଳବାହାର ନିକଟରେ ବେଆଇନ ଧାନ ବୋଝେଇ ପିକଅପକୁ ଜବତ କରିଛି ଯୋଗାଣ ବିଭାଗ l ସୂଚନା ଅନୁଯାୟୀ ବେଆଇନ ଚୋରା ଧାନ ଚାଲାଣ ହେଉଥିବା ନେଇ ବାରମ୍ବାର ଅଭିଯୋଗ ହୋଇ ଆସୁଥିଲା l ଅଭିଯୋଗ କୁ ଭିର୍ତ୍ତି କରି ଆଜି ଯୋଗାଣ ବିଭାଗ ଅଧିକାରୀ ଅଚାନକ ଭାବେ ଆସି ନଳବାହାର ନିକଟରେ ଧାନ ବୋଝେଇ ପିକଅପକୁ ଅଟକାଇ କାଗଜ ପତ୍ର ଯାଞ୍ଚ କରିଥିଲେ l ପରେ କାଗଜ ପତ୍ର ସଠିକ ନଥିବା ଜଣାପଡିଵା ପରେ ଉକ୍ତ ପିକଅପ ଜବତ କରିଥିବା ଦେଖିବାକୁ ମିଳିଛି।

ବସ୍ତା ରୁ ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

ଓଡିଶା ମେଟାଲିକ ଦ୍ୱାରା ବେଆଇନ ଜଙ୍ଗଲ ଜମି ଅଧିକାର ମାମଲା, ଡ଼ିଏଫ ଓ ଙ୍କୁ ୨୫ ହଜାର ଟଙ୍କା ଜରିମାନା କଲେ ଏନ ଜି ଟି କମ୍ପାନୀ ପରିସରରେ ଥିବା ୧୩ ଟି ବେଆଇନ ଗଭୀର ନଳକୂପ କୁ ସିଲ ପାଇଁ ହୀରାକୁଦ ଡ୍ୟାମ ବିଭାଗ ର ନିର୍ଦ୍ଦେଶ

ବାଲିବୋଝେଇ ଟ୍ରାକ୍ଟର ଓ ବୁଲେଟ୍ ଜବତ ଜଣେ ଗିରଫ 

Sunil Chandra Nayak

କନ୍ଧମାଳରେ ଟିଫିନ ବୋମା ସାମଗ୍ରୀ ସହ ଆଇଇଡି ଜବତ, ଟାର୍ଗେଟରେ ଥିଲେ ବିଏସ୍‌ଏଫ୍‌ ଜବାନ

masiha

Leave a Comment

error: Content is protected !!